OSSTET Phase 2 Result 2021: ପ୍ରକାଶ ପାଇଲା OSSTET-2 ପରୀକ୍ଷା ଫଳ
ପ୍ରକାଶ ପାଇଲା ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ (ଓଟିଇଟି-୨) ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ ସାଇଟ୍ www.bseodisha.ac.in ରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି ।
ଭୁବନେଶ୍ବର: ପ୍ରକାଶ ପାଇଲା ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ (ଓଟିଇଟି-୨) ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ ସାଇଟ୍ www.bseodisha.ac.in ରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ପରୀକ୍ଷାର୍ଥୀମାନେ ରୋଲନମ୍ବର ଓ ଜନ୍ମ ତାରିଖ ଦେଇ ଲଗ- ଇନ କରି ପରୀକ୍ଷା ଫଳ ଦେଖି ପାରିବେ।
ରେଜଲ୍ଟ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...

ପରୀକ୍ଷାର୍ଥୀମାନେ ସମାନ ୱେବ୍ ସାଇଟରେ ଆସନ୍ତା ୧୩ ତାରିଖରେ ଦିନ ୧ଟା ପରେ ଓଏମଆର ସିଟର ସ୍କାନ କପି ଡାଉନ ଲୋଡ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଫେବୃଆରୀ 9, 2022 ରେ OSSTET ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଇଥିଲା ।
OSSTET ଫଳାଫଳ 2022 କିପରି ଯାଞ୍ଚ କରିବେ?
- ଷ୍ଟେପ-1: ଅଫିସିଆଲ୍ ୱେବସାଇଟ୍ bseodisha.ac.in ଖୋଲନ୍ତୁ ।
- ଷ୍ଟେପ-2: ତଳେ ଦିଆଯାଇଥିବା "OSSTET EXAM RESULT 2021 (2nd)" ଉପରେ କ୍ଲିକ୍ କରନ୍ତୁ ।
- ଷ୍ଟେପ-3: ଆପଣଙ୍କର ରୋଲନମ୍ବର ଓ ଜନ୍ମ ତାରିଖ ପୂରଣ କରନ୍ତୁ ।
- ଷ୍ଟେପ-4: ସବମିଟ୍ କରିବା ପରେ ଆପଣଙ୍କର OSSTET ପରୀକ୍ଷା ଫଳ ପ୍ରଦର୍ଶିତ ହେବ ।












Click it and Unblock the Notifications