ଆଜିଠୁ ଓଜେଇଇ କାଉନସେଲିଂ ଆରମ୍ଭ
ଆଜିଠୁ ଓଜେଇଇ କାଉନସେଲିଂ ଆରମ୍ଭ । MBA, MCA, M.Tech, M. Arch, M.Plan, M.Pharm, LE-Tech(Diploma), LE-Tech(B.Sc), LE-Pharm ଓ ଇଣ୍ଟିଗ୍ରେଟେଡ MBA ପ୍ରୋଗ୍ରାମ ପାଇଁ ଓଜେଇଇ କାଉନସେଲିଂ ଆରମ୍ଭ ହୋଇଛି ।
ଭୁବନେଶ୍ୱର: ଆଜିଠୁ ଓଜେଇଇ କାଉନସେଲିଂ ଆରମ୍ଭ । MBA, MCA, M.Tech, M. Arch, M.Plan, M.Pharm, LE-Tech(Diploma), LE-Tech(B.Sc), LE-Pharm ଓ ଇଣ୍ଟିଗ୍ରେଟେଡ MBA ପ୍ରୋଗ୍ରାମ ପାଇଁ ଓଜେଇଇ କାଉନସେଲିଂ ଆରମ୍ଭ ହୋଇଛି ।

କାଉନସେଲିଂ ନେଇ ଓଜେଇଇର ଅଫିସିଆଲ ୱେବସାଇଟ www.odishajee.nic.in ରେ ତଥ୍ୟ ଉପଲବ୍ଧ ହେବ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟ କୋର୍ସ ପାଇଁ କାଉନସେଲିଂ ର ତାରିଖ ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ଓଜେଇଇ କର୍ତ୍ତୃପକ୍ଷ କହିଛନ୍ତି ।












Click it and Unblock the Notifications