ପ୍ରକାଶ ପାଇଲା ଯୁକ୍ତ ଦୁଇ କଟଅଫ ମାର୍କ ତାଲିକା
ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ କଟଅଫ ମାର୍କ ତାଲିକା । ବିଭିନ୍ନ କଲେଜ ପାଇଁ କଟଅଫ ମାର୍କ ତାଲିକା ତାଲିକା ପ୍ରକାଶ ପାଇଛି ।
ଭୁବନେଶ୍ୱର: ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ କଟଅଫ ମାର୍କ ତାଲିକା । ବିଭିନ୍ନ କଲେଜ ପାଇଁ କଟଅଫ ମାର୍କ ତାଲିକା ତାଲିକା ପ୍ରକାଶ ପାଇଛି । www.samsodisha.gov.in ପୋର୍ଟାଲରେ ଉପଲବ୍ଧ ହୋଇଛି ତାଲିକା। ତିନୋଟି ଷ୍ଟ୍ରିମରେ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲର ସର୍ବାଧିକ କଟ୍ ଅଫ ମାର୍କ ରିହଛି। କଳାରେ ୭୯.୦୩% କଟ୍ ଅଫ୍ ରହିଥିବା ବେଳେ ବାଣିଜ୍ୟରେ ୮୨% ଏବଂ ବିଜ୍ଞାନରେ ୯୧.୩୩% ସହ ଆଗରେ ରହିଛି ରେଭେନ୍ସା।

ଅଗଷ୍ଟ ୧୨ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଆବେଦନ । ଆଜି ମେରିଟ ଲିଷ୍ଟ ପ୍ରକାଶ ପାଇଥିବୀ ବେଳେ ୧୪ ରୁ ୨୧ ତାରିଖ ମଧ୍ୟରେ ନାମଲେଖା ହେବ। ସେହିପର ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ୨୭ ତାରିଖରେ ବାହାରିବା ପରେ ୨୯ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ନାମଲେଖା ହେବ।














Click it and Unblock the Notifications