ଚଳିତ ଶିକ୍ଷା ବର୍ଷରେ ସାମିଲ ହେବନି କୌଣସି ନୂଆ ସିଲାବସ୍‌

ଚଳିତ ଶିକ୍ଷାବର୍ଷରେ କୌଣସି ନୂଆ ସିଲାବସ୍‌ ସାମିଲ ହେବନି । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ସେହିପରି ପୂର୍ବରୁ ବର୍ଷକୁ ଦୁଇଥର ଅଭିଭାବକ ଓ ଶିକ୍ଷକ ବୈଠକ ବସୁଥିଲା ।

ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷରେ କୌଣସି ନୂଆ ସିଲାବସ୍‌ ସାମିଲ ହେବନି । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ସେହିପରି ପୂର୍ବରୁ ବର୍ଷକୁ ଦୁଇଥର ଅଭିଭାବକ ଓ ଶିକ୍ଷକ ବୈଠକ ବସୁଥିଲା । ଏବେ ବର୍ଷକୁ ଚାରିଥର ବସିବ ବୋଲି ମନ୍ତ୍ରୀ କହିଛନ୍ତି । ସମଗ୍ର ରାଜ୍ୟରେ ସବୁ ସ୍କୁଲରେ ଗୋଟିଏ ଦିନରେ ଅଭିଭାବକ ଓ ଶିକ୍ଷକ ବୈଠକ ହେଉଛି ।

Odisha

ଏହାର ମୂଳ ଉଦେଶ୍ୟ ହେଉଛି, ପିଲାମାନେ ସ୍କୁଲରେ ଯେତେ ସମୟ ରହୁଛନ୍ତି ପଢୁଛନ୍ତି, ହେଲେ ଘରେ ଅଧିକ ସମୟ ରହୁଛନ୍ତି । ଅଭିଭାବକ ଘରେ କିପରି ପିଲାଙ୍କୁ ଅଧିକ ଫୋକସ ଦେଇପାରିବେ, ଘରେ ଶିକ୍ଷାର ବାତାବରଣ ଦେଇପାରିବେ, ତା'ଉପରେ ଗୁରୁତ୍ବ ଦେବାକୁ ଏହି ବୈଠକ ହେଉଛି । ପିଲାଙ୍କ ପଢ଼ା ପ୍ରତି ସ୍କୁଲ ଯେତିକି ଯତ୍ନବାନ, ଅଭିଭାବକ ମଧ୍ୟ ସେତିକି ଯତ୍ନବାନ ହେବା ଦରକାର ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+