କୋଭିଡ୍ କଟକଣା ଭିତରେ ହେବ ମାଟ୍ରିକ୍ ପରୀକ୍ଷା : ପଢନ୍ତୁ କଣ କହିଲା ବୋର୍ଡ
ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (BSE) ଅଧିକାରୀମାନେ ଗୁରୁବାର କହିଛନ୍ତି ଯେ 3 ତାରିଖରୁ ଆରମ୍ଭ ହେଉଥିବା ଓଡ଼ିଶା ମାଟ୍ରିକ୍ ପରୀକ୍ଷା 2021 ର ପରିଚାଳନା ପାଇଁ ବ୍ୟାପକ ଆୟୋଜନ କରାଯାଉଛି
Odisha Matric Exam 2021: ମହାରାଷ୍ଟ୍ର ପରି ଅନେକ ରାଜ୍ୟରେ କରୋନା ଭାଇରସ୍ ଦ୍ୱିତୀୟ ସଂକ୍ରମଣ ଓଡିଶା ପାଇଁ ମଧ୍ୟ ଚିନ୍ତା ବଢାଇଛି । ଏହି ସମୟରେ ଆଗକୁ ମାଟ୍ରିକ ପରୀକ୍ଷା ଥିବାରୁ କୋଭିଡ ମାମଲାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କର୍ତ୍ତୃପକ୍ଷ ଅନେକ ସତର୍କତା ଅବଲମ୍ବନ କରୁଛନ୍ତି । ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (BSE) ଅଧିକାରୀମାନେ ଗୁରୁବାର କହିଛନ୍ତି ଯେ 3 ତାରିଖରୁ ଆରମ୍ଭ ହେଉଥିବା ଓଡ଼ିଶା ମାଟ୍ରିକ୍ ପରୀକ୍ଷା 2021 ର ପରିଚାଳନା ପାଇଁ ବ୍ୟାପକ ଆୟୋଜନ କରାଯାଉଛି ।

"ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ପାଇଁ 6 ଲକ୍ଷରୁ ଅଧିକ ଛାତ୍ର ପଞ୍ଜୀକୃତ ହୋଇଛନ୍ତି । ପୂର୍ବରୁ, ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ରାଜ୍ୟରେ କୋଭିଡ -19 ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବୁ ବୋଲି ହାଜ୍ରା କହିଛନ୍ତି ।












Click it and Unblock the Notifications