କନିଜ ଫତିମା ମାଦ୍ରାସ ବୋର୍ଡ ପରୀକ୍ଷାରେ ଟପ୍ପର୍
କନିଜ ଫତିମା ମାଦ୍ରାସ ବୋର୍ଡ ପରୀକ୍ଷାରେ ଟପ୍ପର୍
ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାର ଦିଲାୱରପୁରର ମଦ୍ରାସା ଇସଲାମ ଆରବିଆ କନିଜ ଫତିମା ଚଳିତ ବର୍ଷ ଓଡ଼ିଶା ରାଜ୍ୟ ବୋର୍ଡ ଅଫ୍ ମଦ୍ରାସା ଶିକ୍ଷା ବୋର୍ଡ (OSBME) ଦ୍ୱାରା ପରିଚାଳିତ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଛନ୍ତି ।
ଫତିମା 700 ମାର୍କ ମଧ୍ୟରୁ 644 ( 92% ) ରଖିଛନ୍ତି । ଫଳାଫଳକୁ ନେଇ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ସେ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ କିମ୍ବା ଶିକ୍ଷକ ହେବାକୁ ଇଚ୍ଛା କରନ୍ତି ।













Click it and Unblock the Notifications