ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଇଞ୍ଜିନିୟରିଂ କଲେଜର ହଷ୍ଟେଲ୍ ଫି ଛାଡ କଲେ ରାଜ୍ୟ ସରକାର

ରାଜ୍ୟରେ ସରକାରୀ ଇଂଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍‌ ଫି ଛାଡ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର । ସରକାରୀ ଇଂଜିନୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ସରକାରୀ ବୈଷୟିକ ଓ ଇଂଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍‌ ଫି ଛାଡ କରିଛନ୍ତି ରାଜ୍ୟ ସରକାର । କରୋନା ସମୟରେ ଲକଡାଉନ୍ କାରଣରୁ ହଷ୍ଟେଲ ଗୁଡିକ ବନ୍ଦ ପଡିଥିଲା । ଫଳରେ ଛାତ୍ରଛାତ୍ରମାନେ ଘରେ ରହିଥିଲେ । ସେହିପରି ଏହି ମହାମାରୀ କାରଣରୁ ଆର୍ଥୀକ ସ୍ଥିତି ମଧ୍ୟ ଦୋହଲି ଯାଇଥିଲା ।

ଇଞ୍ଜନିୟରିଂ କଲେଜ

ଏହି କଥାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଓଡିଶାର ସମସ୍ତ ଛାତ୍ରଛାତ୍ରୀଙ୍କର ପ୍ରାୟ 5 କୋଟି 10 ଲକ୍ଷ ଟଙ୍କାର ହଷ୍ଟେଲ ଫି ଛାଡ କରିଛନ୍ତି ରାଜ୍ୟ ସରକାର । ଯାହା ଫଳରେ ରାଜ୍ୟର ପ୍ରାୟ 17 ହଜାର 12 ଜଣ ଛାତ୍ରଛାତ୍ରୀ ଉପକୃତ ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+