Get Updates
Get notified of breaking news, exclusive insights, and must-see stories!

କାଲିଠୁ କଲେଜ ଛୁଟି, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି

ଆସନ୍ତାକାଲି ଠାରୁ ମେ’ ୨ ତାରିଖ ଯାଏଁ ରାଜ୍ୟର ସମସ୍ତ କଲେଜ ଓ ୟୁନିଭର୍ସିଟିରେ ପାଠପଢ଼ା ବନ୍ଦ ରହିବ ।

ଭୁବନେଶ୍ୱର: ଆସନ୍ତାକାଲିଠାରୁ କଲେଜ ଛୁଟି । କାଲିଠୁ ବନ୍ଦ ରହିବ ରାଜ୍ୟର ୟୁଜି ଓ ପିଜି କ୍ଲାସ୍ ରୁମରେ ପାଠପଢ଼ା । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି । ଆସନ୍ତାକାଲି ଠାରୁ ମେ' ୨ ତାରିଖ ଯାଏଁ ରାଜ୍ୟର ସମସ୍ତ କଲେଜ ଓ ୟୁନିଭର୍ସିଟିରେ ପାଠପଢ଼ା ବନ୍ଦ ରହିବ । ପାଠପଢ଼ା ବନ୍ଦ ରହିଲେ ବି ପରୀକ୍ଷା, ମୂଲ୍ୟାୟନ, ଅନ୍ୟାନ୍ୟ ପ୍ରଶାସନିକ ଆଦି କାମ ଜାରି ରହିବ ।

College News

ସୂଚନାଯୋଗ୍ୟ, ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ଦେଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିଲା। ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୩୦ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆଜିଠାରୁ ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ଛୁଟି ରହିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+