ସମ୍ଭାବ୍ୟ ବାତ୍ୟା 'ୟଶ' ପାଇଁ ୭ ଦିନ ଘୁଞ୍ଚିଲା ମାଟ୍ରିକ୍ ମୂଲ୍ୟାୟନ

ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟାକୁ ୭ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । କିଛି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରସ୍ତାବୁ ଆଧାର କରି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ଭୁବନେଶ୍ୱର: କରୋନା ଉପରେ ବାତ୍ୟାର ଆଶର । ରାଜ୍ୟରେ ପାଇଁ ଏବେ ଦୁଇ ଦୁଇଟି ଚାଲେଞ୍ଜ । ତେବେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟାକୁ ୭ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । କିଛି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରସ୍ତାବୁ ଆଧାର କରି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

matric evaluation

ତେବେ ଆସନ୍ତା ଜୁନ୍ ମାସ ୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ମାର୍କ ଅପଲୋଡ୍ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ମେଣ୍ଟର ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମେ ୩୧ ତାରିଖ ସୁଦ୍ଧା ମାର୍କ ଅପଲୋଡ୍ କରିବାକୁ ପୂର୍ବରୁ ସମୟ ଧାର୍ଯ୍ୟ କରାଯାଇଥିଲା । ନବମ ଓ ଦଶମ ଶ୍ରେଣୀର ପରୀକ୍ଷାର ରେଜିଷ୍ଟର ୧୫ ତାରିଖ ସୁଦ୍ଧା ମେଣ୍ଟର ସ୍କୁଲମାନଙ୍କରେ ଦାଖଲ କରିବାକୁ ମଧ୍ୟ କୁହାଯାଇଥିଲା । ଆସନ୍ତା ୨୪ ତାରିଖ ସୁଦ୍ଧା ଟାବୁଲେସନ ରେଜିଷ୍ଟର ଯାଞ୍ଚ ପ୍ରକ୍ରିୟା ଶେଷ ହେବାର ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+