ସିବିଏସଇ ପରେ ଏବେ ଆଇସିଏସଇ ବୋର୍ଡ ପରୀକ୍ଷା ସ୍ଥଗିତ
କରୋନାର ବିପଦକୁ ଦୃଷ୍ଟିରେ ରଖି ଆଇସିଏସ୍ଇ ବୋର୍ଡ ଏହାର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି
ନୂଆଦିଲ୍ଲୀ : କରୋନାର ବିପଦକୁ ଦୃଷ୍ଟିରେ ରଖି ଆଇସିଏସ୍ଇ ବୋର୍ଡ ଏହାର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପରୀକ୍ଷା ପାଇଁ ନୂତନ ତାରିଖ ଜୁନ୍ ପ୍ରଥମ ସପ୍ତାହରେ ଘୋଷଣା କରାଯିବ । ଏହାପୂର୍ବରୁ, ସିବିଏସ୍ଇ ଦଶମ ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ମଧ୍ୟବର୍ତ୍ତୀ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏପର୍ଯ୍ୟନ୍ତ ଅନେକ ରାଜ୍ୟର ବୋର୍ଡ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି।













Click it and Unblock the Notifications