Get Updates
Get notified of breaking news, exclusive insights, and must-see stories!

ସ୍କୁଲ ଚଲେ ହମ୍: ରାଜ୍ୟରେ କମୁଛି ଡ୍ରପ୍ ଆଉଟ୍ ହାର

ରାଜ୍ୟରେ ଡ୍ରପ୍ ଆଉଟ ହାର ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ରାଜ୍ୟରେ ଡ୍ରପ୍ ଆଉଟ ହାର ୪.୭୫ ପ୍ରତିଶତ ରହିଛି।

ଭୁବନେଶ୍ୱର: ରାଜ୍ୟରେ ଡ୍ରପ୍ ଆଉଟ ହାର ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ରାଜ୍ୟରେ ଡ୍ରପ୍ ଆଉଟ ହାର ୪.୭୫ ପ୍ରତିଶତ ରହିଛି। ୨୦୧୮-୧୯ରେ ଡ୍ରପ୍ ଆଉଟ ହାର ୬.୯୩ ପ୍ରତିଶତ ଥିଲା। ଡ୍ରପ୍ ଆଉଟ ହାରରେ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ପ୍ରଥମରେ ରହିଛି।

Sameer Ranjan Dash

ଗତବର୍ଷ ନବରଙ୍ଗପୁରରେ ୧୧.୨୧% ଥିବାବେଳେ ଚଳିତବର୍ଷ ୧୨.୩୫% ହୋଇଛି । ଦ୍ୱିତୀୟରେ ମାଲକାନଗିରି ଜିଲ୍ଲାରେ ୧୩% ରହିଛି ଡ୍ରପ୍ ଆଉଟ ହାର । ତୃତୀୟରେ ରହିଛି ଗଜପତି ଜିଲ୍ଲା, ଯେଉଁଥିରେ ଡ୍ରପ୍ ଆଉଟ୍ ହାର ୯.୩୮% ରହିଛି । ଏହା ପଛକୁ ରହିଛି କୋରାପୁଟ, ମୟୂରଭଞ୍ଜ, କନ୍ଧମାଳ, ନୂଆପଡା ଓ ସୁନ୍ଦରଗଡ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+