କଟକ ମହେନ୍ଦ୍ରା କୋଚିଂ ସେଣ୍ଟର ସିଲ୍
କଟକ ସ୍ଥିତ ମହେନ୍ଦ୍ରା କୋଚିଂ ସେଣ୍ଟର ସିଲ୍ । କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ କୋଚିଂ ସେଣ୍ଟରକୁ ସିଲ୍ କଲା ସିଏମସି ।
କଟକ: କଟକ ସ୍ଥିତ ମହେନ୍ଦ୍ରା କୋଚିଂ ସେଣ୍ଟର ସିଲ୍ । କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ କୋଚିଂ ସେଣ୍ଟରକୁ ସିଲ୍ କଲା ସିଏମସି । ବର୍ତ୍ତମାନ କଟକରେ ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛି ।

କରୋନା ମୁକାବିଲା ପାଇଁ ସିଏମସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଯେଉଁମାନେ କୋଭିଡ ଗାଇଡଲାଇନ୍ ଉଲ୍ଲଂଘନ କରୁଥିବା ନଜିର ଆସୁଛି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।












Click it and Unblock the Notifications