Get Updates
Get notified of breaking news, exclusive insights, and must-see stories!

ସାନଭାଇକୁ ମାରି ଥାନରେ ଆତ୍ମସମର୍ପଣ କଲା ଭଡ଼ ଭାଇ

ଭବାନୀପଟଣା: ସାନଭାଇକୁ ମାରି ଥାନରେ ଆତ୍ମସମର୍ପଣ କଲା ଭଡ଼ଭାଇ । ପାରିବାରିକ କଳହରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହତ୍ୟା କରାଯାଇଛି, ଟାଉନ ଥାନା ବାହାଦୁର ବଗିଚାପଡାରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଛି । ତେବେ କେଉଁ କାରଣରୁ ଦୁଇ ଭାଇଙ୍କ ମଧ୍ୟ ଝଗଡ଼ା ସୃଷ୍ଟି ହୋଇଥିଲା ତାହା ନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

 Bhawanipatna_ news

ସୁଚନା ଅନୁସାରେ, ଗତକାଲି ରାତିରେ ଦୁଇ ଭାଇଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହେବାରୁ ବଡ଼ ଭାଇ ମହେନ୍ଦ୍ର ବାଗ୍ ଏକ ପେଚକସରେ ଆକ୍ରମଣ କରିଥିଲେ ଯାହା ଦ୍ୱାରା ଘଟଣାସ୍ଥଳରେ ହିଁ ସାନ ଭାଇ ଗଣେଶଙ୍କର ମୃତ୍ୟୁ ହୋଇଥିଲା । ଯାହା ପରେ ମହେନ୍ଦ୍ର ଟାଉନ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବଡ଼ ଭାଇ ମହେନ୍ଦ୍ର ବାଗଙ୍କୁ ଗିରଫ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+