ଦିଲ୍ଲୀରେ ଯୁବତୀଙ୍କ ନିର୍ମମ ହତ୍ୟା ପରେ ଟ୍ୱିଟରରେ ଟ୍ରେଣ୍ଡ କରୁଛି ଲଭ୍ ଜିହାଦ
ଯୁବତୀଙ୍କ ନିର୍ମମ ହତ୍ୟା ପରେ ଟ୍ୱିଟରରେ ଟ୍ରେଣ୍ଡ କରୁଛି ଲଭ ଜିହାଦ । ଶ୍ରଦ୍ଧା ୱାକରଙ୍କ ହତ୍ୟାକାଣ୍ଡ ପରେ ତେଜିଛି ବିବାଦ । କାରଣ ଶ୍ରଦ୍ଧା ଏବଂ ତାଙ୍କ ପୁୁରୁଷ ବନ୍ଧୁ ଭିନ୍ନ ଗୋଷ୍ଠୀର ଥିଲେ ।
ନୂଆଦିଲ୍ଲୀ: ଦିଲ୍ଲୀରେ ଯୁବତୀ ହତ୍ୟା ମାମଲାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରରେ ରବିବାର ହାସଟ୍ୟାଗ ଲଭ ଜିହାଦ ଟ୍ରେଣ୍ଡ କରୁଛି। ବୟଫ୍ରେଣ୍ଡ ତାଙ୍କ ଗର୍ଲଫ୍ରେଣ୍ଡକୁ 35 ଖଣ୍ଡ କାଟି ଦେଇଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡର ପ୍ରାୟ 6 ମାସ ପରେ ଶନିବାର ପୋଲିସ ତାଙ୍କୁ ଗିରଫ କରିଛି।

ଟ୍ୱିଟର ଯୁଜର୍ସମାନେ ସେମାନଙ୍କ ଟ୍ୱିଟରେ "ଲଭ୍ ଜିହାଦ" ହ୍ୟାସଟ୍ୟାଗ୍ ବ୍ୟବହାର କରି ଏହି ବିଭତ୍ସ ହତ୍ୟାକାଣ୍ଡର ବିରୋଧ କରିଛନ୍ତି । #LoveJihad ବ୍ୟବହାର କରି ଏପର୍ଯ୍ୟନ୍ତ 12.5 ହଜାର ଟ୍ୱିଟ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରାଯାଇଛି। ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲା ମୁସଲମାନ ସମ୍ପ୍ରଦାୟର ସଦସ୍ୟ ବୋଲି କୁହାଯାଉଥିବାରୁ ହ୍ୟାସଟ୍ୟାଗ୍ ଲଭ୍ ଜିହାଦ ଟ୍ୱିଟରରେ ଟ୍ରେଣ୍ଡ କରୁଛି।
#LoveJihad : Aftab chopped the Body of #Shraddha Into 35 Pieces,Kept in Fridge for 18 Days & Then Scattered Across Capital
Shameless Media is trying to hide the name of criminal
Hindus are paying the price of blunders committed by Gandhi & Nehru in 1947https://t.co/yGU3VZfU22
— RAJEEV GUPTA (@RajeevGuptaCA) November 14, 2022
"#LoveJihad ବାସ୍ତବ । ଅଫତାବ ଏବଂ ଶ୍ରଦ୍ଧାଙ୍କ କାହାଣୀ ପ୍ରଥମ ନୁହେଁ ଏବଂ ଏହା ଶେଷ ହେବ ନାହିଁ ବୋଲି ଜଣେ ଉପଭୋକ୍ତା ଲେଖିଛନ୍ତି।
Stop #LoveJihad
— Shakshi rawat (@Shakshirawat6) November 14, 2022
Shradha left house and started live in relationship with aftab as her parents were against her love.
Result............
Shraddha #JusticeForShraddha pic.twitter.com/7CQXWhWnru
"ଶ୍ରଦ୍ଧା , ଜଣେ ହିନ୍ଦୁ ଝିଅ ନିଜକୁ ଉଦାର ହିନ୍ଦୁ ବୋଲି ବିବେଚନା କରୁଥିଲେ। ଯେତେବେଳେ ତାଙ୍କ ପରିବାର ମୁସଲମାନ ପ୍ରେମିକ ଅଫତାବ ଅମିନଙ୍କ ସହ ତାଙ୍କ ସମ୍ପର୍କକୁ ପ୍ରତିରୋଧ କରିଥିଲେ, ସେତେବେଳେ ସେ ତାଙ୍କ ସହ ପଳେଇଯାଇଥିଲେ ଶ୍ରଦ୍ଧା। ଆଉ ଜଣେ ଟ୍ୱିଟର ୟୁଜର୍ସ ଲେଖିଛନ୍ତି, "ଏକ ଛୋଟ କାହାଣୀର #LoveJihad ଦୁଃଖଦ ଅନ୍ତ, "ଅନ୍ୟ ଶ୍ରଦ୍ଧାଙ୍କୁ ଅଫତାବଙ୍କ #LoveJihadରୁ ବଞ୍ଚାନ୍ତୁ , ଏପରି ଅପରାଧକୁ ରୋକନ୍ତୁ।
Barbaric👿
Shraddha eloped with boyfriend Aftab Amin..He CHOPPED her in to 35 pieces, stored in a Fridge, disposed 2/3 body parts a time all over Delhi.
Wake up Girls🙏#LoveJihad is a one way ticket to death 💀Now Librus will save him by saying Every 'chopper' has a future ! pic.twitter.com/sF1rgIRT5m
— Major Surendra Poonia (@MajorPoonia) November 14, 2022












Click it and Unblock the Notifications