Get Updates
Get notified of breaking news, exclusive insights, and must-see stories!

ଭିସୁଟରେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ ଅଭିଯୋଗ : କହିଲେ ବିଳମ୍ବିତ ରାତିରେ ଯୋରଜବରଦସ୍ତ ଅନ୍ଧାର କୋଠୀରକୁ ଡାକି..

ଭିସୁଟରେ ଇଞ୍ଜିନିୟରିଂ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି

ସମ୍ବଲପୁର । ଭିଏମସାର ପରେ ଏବେ ଭିସୁଟରେ ରାଗିଂ ଅଭିଯୋଗ । ଭିସୁଟରେ ଇଞ୍ଜିନିୟରିଂ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଚତୁର୍ଥ ବର୍ଷର କିଛି ଛାତ୍ର ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଏନେଇ ଭିସୁଟରେ ଆଣ୍ଟି ରାଗିଂ ସେଲ ଓ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ଜୁନିୟର ଛାତ୍ର । ସିନିୟରମାନେ ତାଙ୍କୁ ପୋଷାକ ଖୋଲି ହାଣ୍ଠେଇବାକୁ କହୁଥିବା ଅଭିଯୋଗ ହୋଇଛି ।

ଭିସୁଟ୍

ଆହୁରି ମଧ୍ୟ ରାଗିଂର ଶିକାର ହୋଇଥିବା ଛାତ୍ରମାନେ କହିଛନ୍ତି ସେମାନଙ୍କୁ ବିଳମ୍ବିତ ରାତିରେ ଏକ କୋଠରୀକୁ ଡାକି ନେଇ ଯୋରଜବରଦସ୍ତ ଅକଥନୀୟ ନିର୍ଯ୍ୟାତନା ଦିଆଯାଉଥିଲା । ଅଭିଯୋଗ ଉପରେ ଏକ କମିଟି ଗଠନ କରାଯାଇ ତଦନ୍ତ ଆରମ୍ଭ କରିଥିବା ଭିସୁଟର କୁଳପତି ବିବି ପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+