ଉଦୟପୁର ହତ୍ୟା ମାମଲା : ଆଉ ଜଣେ ଅଭିଯୁକ୍ତ ଗିରଫ
ଏନଆଇଏକୁ ମିଳିଛି ବଡ ସଫଳତା । ରାଜସ୍ଥାନର ଉଦୟପୁରରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ।
ଉଦୟପୁର: ଏନଆଇଏକୁ ମିଳିଛି ବଡ ସଫଳତା । ରାଜସ୍ଥାନର ଉଦୟପୁରରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ବର୍ତ୍ତମାନ ସୁଦ୍ଧା ଏହି ହତ୍ୟାକାଣ୍ଡରେ 7 ଜଣ ଅପରାଧୀଙ୍କୁ ଏନଆଇଏ ଗିରଫ କରିଛି ।

ଶନିବାର ଫରହଦକୁ ଗିରଫ କରିଛି ତଦନ୍ତକାରୀ ସଂସ୍ଥା । ପୂର୍ବରୁ ହତ୍ୟା ମାମଲାରେ 6ଜଣଙ୍କ ଗିରଫ ହୋଇସାରିଛି । ସମସ୍ତ ଅଭିଯୁକ୍ତଙ୍କୁ ଏନଆଇଏ ପଚରା ଉଚରା ଜାରି ରଖିଛି ।ସନ୍ଦେହ କରାଯାଉଛି ଏମାନଙ୍କର ତାଲିବାନୀ ଓ ପାକିସ୍ତାନ ସହ ଲିଙ୍କ ରହିଛି ।












Click it and Unblock the Notifications