ଅସୁରକ୍ଷିତ ନିଜାମ ସିଟି; ପୁଣି ସାମ୍ନାକୁ ଆସିଲା ଆଉ ଏକ ଗଣଦୁଷ୍କର୍ମ ମାମଲା
କିଛି ଦିନ ବ୍ୟବଧାନରେ ହେଲାଣି ଦୁଇ ଦୁଇଟି ଗଣ ଦୁଷ୍କର୍ମ ମାମଲା । ଜୁବୁଲି ହିଲ୍ସ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାକୁ ମାତ୍ର କେଇଟା ଦିନ ନ ପୁରୁଣୁ ଆଉ ଏକ ସମାନ ମାମଲା ସାମ୍ନାକୁ ଆସିଛି । ଏପ୍ରିଲ 20 ରେ ନିଜାମାବାଦ ଜିଲ୍ଲାର ଜଣେ ନାବାଳିକା ଗଣଦୁଷ୍କର୍ମ ର ଶିକ
ହାଇଦ୍ରାବାଦ: ଦିନ କୁ ଦିନ ଅଧିକ ଅସୁରକ୍ଷିତ ହେଉଛି ନିଜାମ୍ ସିଟି ହାଇଦ୍ରାବାଦ । ଘରୁ ବାହାରକୁ ବାହାରିବାକୁ ଏବେ ଭୟ କରୁଛନ୍ତି ମହିଳା। କିଛି ଦିନ ବ୍ୟବଧାନରେ ହେଲାଣି ଦୁଇ ଦୁଇଟି ଗଣ ଦୁଷ୍କର୍ମ ମାମଲା । ଜୁବୁଲି ହିଲ୍ସ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାକୁ ମାତ୍ର କେଇଟା ଦିନ ନ ପୁରୁଣୁ ଆଉ ଏକ ସମାନ ମାମଲା ସାମ୍ନାକୁ ଆସିଛି । ଏପ୍ରିଲ 20 ରେ ନିଜାମାବାଦ ଜିଲ୍ଲାର ଜଣେ ନାବାଳିକା ଗଣଦୁଷ୍କର୍ମ ର ଶିକାର ହେଇଥିଲେ। କିନ୍ତୁ ମାମଲା ଚପେଇ ଦିଆଯାଇଥିଲା । କିନ୍ତୁ ପୀଡ଼ିତଙ୍କ ପରିବାର ଘଟଣା ବିଷୟରେ ଜାଣିବା ପରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ସାଙ୍ଗର ଜନ୍ମଦିନ ପାର୍ଟିରେ ସାମିଲ ହେବା ପାଇଁ ଯାଇଥିଲେ। ହେଲେ ସେଠାରେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କର ସୋସିଆଲ ମିଡିଆ ବନ୍ଧୁ । ଅନ୍ୟ ଜଣେ ବନ୍ଧୁଙ୍କ ପଡୋଶୀ ବୋଲି ଜଣାପଡ଼ିଛି ।
ତେବେ ପୋଲିସ ପୀଡିତା ନାବାଳିକା ଥିବାରୁ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରିଥିଲା ପୋଲିସ। ତଦନ୍ତ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦୁହିଁଙ୍କ ନାମ ରୋହିତ ଏବଂ ଭାନୁ ବୋଲି ଜଣା ପଡ଼ିଥିବା ବେଳେ । ଜଣେ ପୀଡ଼ିତଙ୍କ ଘର ପାଖ ଅଞ୍ଚଳ ର ବୋଲି ପୋଲିସ ସୂଚନା ଦେଇଛି।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications