ପୁଣି ଜବତ ହେଲା ବାଘ ଛାଲ, ୨ ଗିରଫ
ନୂଆପଡାରୁ ବାଘଛାଲ ଜବତ । ସିନାପାଲି ପୋଲିସ ଥାନା ଅଧିନ ପଳାଶପଡା ଛକରୁ ବାଘଛାଲ ଜବତ କଲା ଏସଟିଏଫ୍ ।
ନୂଆପଡା: ନୂଆପଡାରୁ ବାଘଛାଲ ଜବତ । ସିନାପାଲି ପୋଲିସ ଥାନା ଅଧିନ ପଳାଶପଡା ଛକରୁ ବାଘଛାଲ ଜବତ କଲା ଏସଟିଏଫ୍ । ସେମାନଙ୍କ ନିକଟରୁ ବାଘଛାଲ ସମେତ ବହୁ ମାରଣାସ୍ତ୍ର ଜବତ କରାଯାଇଛି ।

ଗିରଫ ଅଭିଯୁକ୍ତ ହେଲେ ନୂଆପଡା ଖାରିଆରର ସବୁର୍ବନ ସିଂଦେଓ ଓ ସମାନ ସିଂ । ଅଭିଯୁକ୍ତଙ୍କୁ ଖରିଆର ସିଭିଲ ଓ କ୍ରିମିନାଲ କୋର୍ଟରେ ହାଜର କାରଯାଇଛି । କେମିକାଲ ଏକଜାମିନେସନ ପାଇଁ ଡେରାଡୁନ wild life institute of indiaକୁ ପଠାଯିବ ବାଘ ଛାଲ।












Click it and Unblock the Notifications