ଗୁରୁ-ଶିକ୍ଷ୍ୟ ସମ୍ପର୍କରେ ପୁଣି କଳଙ୍କ, ପରୀକ୍ଷା ନାଁରେ ଛାତ୍ରୀଙ୍କୁ ହୋଟଲ ଡାକିଥିଲେ ଗଣିତ ଶିକ୍ଷକ
ପୁଣି ଗୁରୁ-ଶିକ୍ଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ । ପରୀକ୍ଷା ନାଁରେ ଛାତ୍ରୀଙ୍କୁ ହୋଟଲକୁ ଡାକି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଘଟଣା ଘଟିଛି କଟକର ଏକ ଘରୋଇ ସ୍କୁଲରେ ।
କଟକ: ପୁଣି ଗୁରୁ-ଶିକ୍ଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ । ପରୀକ୍ଷା ନାଁରେ ଛାତ୍ରୀଙ୍କୁ ହୋଟଲକୁ ଡାକି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଘଟଣା ଘଟିଛି କଟକର ଏକ ଘରୋଇ ସ୍କୁଲରେ ।

ଛାତ୍ରୀଙ୍କୁ ହୋଟେଲକୁ ଡାକି ଭେରି ସିମିଲାର ଟେଷ୍ଟ- ଭିଏସଟି ନାଁରେ ଦୁଷ୍କର୍ମ ଉଦ୍ୟମ ହୋଇଥିବା ମଧୁପାଟଣା ଥାନାରେ ଏତଲା ଦିଆଯାଇଛି । ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ପରେ ଗଣିତ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ।












Click it and Unblock the Notifications