ଖଣ୍ଡାରେ ଆଫତାବଙ୍କୁ ଆକ୍ରମଣ ଉଦ୍ୟମ
ଖଣ୍ଡାରେ ଆଫତାବଙ୍କୁ ଆକ୍ରମଣ ଉଦ୍ୟମ । ପୋଲିସ ଭ୍ୟାନ ନିକଟରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ।
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟା ଅଭିଯୋଗର ଚାଲିଛି ତଦନ୍ତ । ଆଜି ଅଭିଯୁକ୍ତ ଆଫତାବ ପୁନାୱାଲାଙ୍କର ଥିଲା ପଲିଗ୍ରାଫି ଟେଷ୍ଟ । ତେଣୁ ପୋଲିସ ତାଙ୍କୁ ଭ୍ୟାନରେ ନେଇ ଯାଉଥିବା ବେଳେ ରାସ୍ତାରେ କିଛି ଲୋକ ଖଣ୍ଡା ଧରି ତାଙ୍କୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲେ। ପୋଲିସ ତାଙ୍କୁ ସୁରକ୍ଷିତ ଭାବେ ଭ୍ୟାନରେ ନେଇଥିବା ଜଣାପଡିଛି ।

ଶ୍ରଦ୍ଧା ମର୍ଡର କେସରେ ଅଭିଯୁକ୍ତ ଆଫତାବ ପୁନାୱାଲାକୁ ତିହାର ଜେଲ ସେଲ୍ ନମ୍ବର 4ରେ ରହୁଛି ଆଫତାବ । 24 ଘଣ୍ଟିଆ ସିସିଟିଭି କ୍ୟାମେରା ଆଫତାବର ପ୍ରତିଟି ଚଳପ୍ରଚଳ ଉପରେ ନଜର ରଖୁଛି । ପୋଲିସ ଅଭିଯୁକ୍ତକୁ ଜେଲ ପଠାଇବା ସହିତ, ଅନ୍ୟପଟେ ଆଫତାଙ୍କ ଫ୍ଲାଟକୁ ଯାଇଥିବା ତାଙ୍କର ନୂଆ ଗର୍ଲଫ୍ରେଣ୍ଡଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛି । ଶ୍ରଦ୍ଧାଙ୍କୁ ହତ୍ୟା ପରେ ନୂଆ ପ୍ରେମିକାଙ୍କୁ ନିଜ ଫ୍ଲାଟକୁ ଡାକି ତାଙ୍କୁ ଶ୍ରଦ୍ଧାଙ୍କ ମୁଦି ଦେଇଥିଲେ ଆଫତାବ।
ନଭେମ୍ବର 12 ତାରିଖରେ ପୋଲିସ ପ୍ରେମିକ ଆଫତାବଙ୍କୁ ଗିରଫ କରିଥିଲା । ତାଙ୍କୁ 13 ଦିନ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା । ଶୁକ୍ରବାର ଅଭିଯୁକ୍ତର ପ୍ରଥମ ପର୍ଯ୍ୟାୟ ପଲିଗ୍ରାଫ ଟେଷ୍ଟ ମଧ୍ୟ କରାଯାଇଛି । ଲାଏ-ଡିଟେକସନ ଟେଷ୍ଟ ମଧ୍ୟ କରାଯାଇଛି। କିଛି ଦିନ ଭିତରେ ଅଭିଯୁକ୍ତର ନାର୍କୋ ଟେଷ୍ଟ କରାଯିବ । ସେ ନେଇ ବର୍ତ୍ତମାନ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications