ପୋଲିସ ସବ-ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା
Crime News: ପୋଲିସ ସବ-ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପଞ୍ଜାବର ତରନତାରଣ ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଛି । ସୂଚନା ଅନୁସାରେ, ବିବାଦ ସମାଧାନ ପାଇଁ ପୋଲିସ SI ଯାଇଥିବା ସମୟରେ ବନ୍ଧୁକ ଛଡାଇ ନେଇ ଗୁଳି କରି ହତ୍ୟା କରିଥିଲେ ଅଭିଯୁକ୍ତ ।













Click it and Unblock the Notifications