ଛତିଶଗଡରେ ପୋଲିସ-ମାଓବାଦୀ ମୁହାଁମୁହିଁ: ଏନକାଉଣ୍ଟରରେ ୫ ମାଓବାଦୀ ମୃତ

ମାଓ ମୁକାବିଲାରେ ବଡ଼ ସଫଳତା । ଲାଲବାହିନୀକୁ ବଡ଼ ଝଟକା । ବିଜାପୁର ଓ ତେଲେଙ୍ଗାନା ସୀମାନ୍ତରେ ମାଓବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ମାଓବାଦୀ ନିହତ । ମୃତକଙ୍କ ମଧ୍ୟରେ ୨ ମହିଳା ମାଓବାଦୀ ଥିବା ସୂଚନା ।

ମାଲକାନଗିରି: ମାଓ ମୁକାବିଲାରେ ବଡ଼ ସଫଳତା । ଲାଲବାହିନୀକୁ ବଡ଼ ଝଟକା । ବିଜାପୁର ଓ ତେଲେଙ୍ଗାନା ସୀମାନ୍ତରେ ମାଓବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ମାଓବାଦୀ ନିହତ । ମୃତକଙ୍କ ମଧ୍ୟରେ ୨ ମହିଳା ମାଓବାଦୀ ଥିବା ସୂଚନା ।

Maoist

ଘଟଣାସ୍ଥଳରୁ ଏଲଏନଜି ଓ ଏସଏଲଆର ସହ ବହୁ ମାରଣାସ୍ତ୍ର ଜବତ କରାଯାଇଛି । ମାଓନେତା ସୁଧାକରଙ୍କ ମୃତ୍ୟୁ ସୂଚନା ମିଳିଛି । ସେହିପରି ସୁକମା ଜିଲ୍ଲା ମରଜୁମ ଠାରେ ମଧ୍ୟ ଗୁଳି ବିନିମୟ । ଡିଭିଏଫ୍ ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ମୃତ । ଉଭୟ ସ୍ଥାନରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+