ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଗିରଫ

ଗିରଫ ହେଲେ ମାନବବାଦୀ ସଙ୍ଗଠନର ମୁଖ୍ୟ ମାନସ ଦାସ । ସହିଦ ନଗର ସ୍ଥିତ ବାସଭବନରୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି । ପଚରା ଉଚରା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ଖୋର୍ଦ୍ଧା: ଗିରଫ ହେଲେ ମାନବବାଦୀ ସଙ୍ଗଠନର ମୁଖ୍ୟ ମାନସ ଦାସ । ସହିଦ ନଗର ସ୍ଥିତ ବାସଭବନରୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି । ପଚରା ଉଚରା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ମାନସଙ୍କ ନାଁରେ ବହୁ ସଂଗୀନ ଅଭିଯୋଗ ରହିଛି। ହତ୍ୟା ଉଦ୍ୟମ ଓ ଧମକ ଦେବା ଆଦି ଅଭିଯୋଗ ରହିଛି।

Manas Das

ଖୋର୍ଦ୍ଧାରେ ବାପ-ପୁଅଙ୍କୁ ମାଡ ମରାଯାଉଥିବା ନେଇ ପ୍ରଥମେ ଭିଡିଓ ଭାଇରାଲ ହୋଇଥିଲା । କେବଳ ସତ୍ୟବ୍ରତ ନାୟକ ହତ୍ୟା ଘଟଣା ନୁହେଁ, ମାନସ ଦାସଙ୍କ ମାନବବାଦ ସଂଗଠନ ନାଁରେ ଲମ୍ୱା ଅଭିଯୋଗ ତାଲିକା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+