Get Updates
Get notified of breaking news, exclusive insights, and must-see stories!

ବିଶ୍ୱାସ ଭାଙ୍ଗିଲା ପ୍ରେମିକା ! ଦେହରେ ନିଆଁ ଲଗାଇ ଦେଲା ପ୍ରେମିକ

ପ୍ରେମିକାର ଅନ୍ୟ ପୁଅ ସହ ବାହା ହେବାକୁ ନେଇ ଓଡ଼ିଶାରେ ଘଟିଛି ଅଭାବନୀୟ ଘଟଣା । ଦେହରେ ନିଆଁ ଲଗାଇ ଦେଇଛି ପ୍ରେମିକ ।

ବାରିପଦା : ପ୍ରେମିକାକୁ ନେଇ ଆଖିରେ ଅସୁମାରୀ ସ୍ୱପ୍ନ । ବାହା ହୋଇ ପ୍ରେମିକାକୁ ସ୍ୱିକୃତୀ ଦେବାକୁ ଭରପୁର ପ୍ରୟାସ । ହେଲେ ଏହି ସବୁ ଭିତରେ ଯେତେବେଳେ ମୋଡ଼ ବଦାଳାଏ ସମ୍ପର୍କ । ପ୍ରେମିକାର ଅନ୍ୟ ପୁଅ ସହ ବାହା ହେବାକୁ ନେଇ ଓଡ଼ିଶାରେ ଘଟିଛି ଅଭାବନୀୟ ଘଟଣା । ଦେହରେ ନିଆଁ ଲଗାଇ ଦେଇଛି ପ୍ରେମିକ ।
ଇଂରାଜୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବାରିପଦା ବେତନଟୀ ଅଞ୍ଚରେ ରୁହନ୍ତି ବୈଦ୍ୟନାଥ । ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ବୈଦ୍ୟନାଥ । ତେବେ ପ୍ରେମିକା ଜଣଙ୍କ ଅନ୍ୟ ଜଣେ ପୁଅଙ୍କୁ ବିବାହ କରିଥିଲେ ।

ଆତ୍ମହୁତି ଉଦ୍ୟମ

ଏହି ଘଟଣା ପର ଠାରୁ ବୈଦ୍ୟନାଥ ମାନସିକ ଚିନ୍ତାରେ ରହିଥିଲେ । ଗତ ବୁଧବାର ଘରେ କେହି ନଥିବା ବେଳେ ବୈଦ୍ୟନାଥ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ବୈଦ୍ୟନାଥଙ୍କ ଚିତ୍କାର ଶୁଣି ପଡୋଶୀ ଲୋକ ଆସି ତାଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ହସ୍ପିଟାଲ ନେଇଥିଲେ । ବୈଦ୍ୟନାଥ ଏବେ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ନିଆଁରେ ତାଙ୍କର 70 ଭାଗ ଶରୀର ପୋଡି ଯାଇଥିବା ଡାକ୍ତର କହିଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂଙ୍କଟାପନ୍ନ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+