Get Updates
Get notified of breaking news, exclusive insights, and must-see stories!

ଶେଷରେ ଧରାପଡିଲେ ରସିକିଆ ଟ୍ୟୁସନ୍‌ ମାଷ୍ଟର, ୨ ନାବାଳିକା ଛାତ୍ରୀ ଉଦ୍ଧାର

ଶେଷରେ ଧରାପଡିଲେ ପ୍ରେମିକ ପ୍ରବର ରସିକିଆ ଟ୍ୟୁସନ୍‌ ମାଷ୍ଟର । ଭୁବନେଶ୍ୱରରେ ଦୁଇ ନାବାଳିକା ଛାତ୍ରୀଙ୍କୁ ଅପହରଣ ମାମଲାରେ ସମ୍ବଲପୁରରେ ତାଙ୍କୁ ମାଡ଼ି ବସିଛି ପୋଲିସ। ଏଥି ସହିତ ସମ୍ବଲପୁର ଅଇଁଠାପାଲି ଅଞ୍ଚଳରୁ ଦୁଇ ଛାତ୍ରୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି ।

ସମ୍ବଲପୁର: ଶେଷରେ ଧରାପଡିଲେ ପ୍ରେମିକ ପ୍ରବର ରସିକିଆ ଟ୍ୟୁସନ୍‌ ମାଷ୍ଟର । ଭୁବନେଶ୍ୱରରେ ଦୁଇ ନାବାଳିକା ଛାତ୍ରୀଙ୍କୁ ଅପହରଣ ମାମଲାରେ ସମ୍ବଲପୁରରେ ତାଙ୍କୁ ମାଡ଼ି ବସିଛି ପୋଲିସ। ଏଥି ସହିତ ସମ୍ବଲପୁର ଅଇଁଠାପାଲି ଅଞ୍ଚଳରୁ ଦୁଇ ଛାତ୍ରୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି ।

Tuition Teacher

ରସିକିଆ ଟ୍ୟୁସନ୍‌ ମାଷ୍ଟର ଗୋପାଳକୃଷ୍ଣ ବାଡ଼ତିୟା ଟ୍ୟୁସନ୍‌ କରୁ କରୁ ୨ ନାବାଳିକା ଛାତ୍ରୀଙ୍କୁ ଧରି ଫେରାର ହେବା ପରେ ପରିବାର ଲୋକ ବଡଗଡ଼ ଥାନା ଦ୍ୱାରସ୍ଥ ହୋଇଥିଲେ। ଏହାପରେ ପୋଲିସ୍‌ ଖୋଜାଖୋଜି ଆରମ୍ଭ କରି ଶିକ୍ଷକ ଗୋପାଳକୃଷ୍ଣ ୨ ଛାତ୍ରୀଙ୍କୁ ଧରି ସମ୍ବଲପୁରର ଅଇଁଠାପାଲିରେ ରହୁଥିବା ଜଣାପଡ଼ିଥିଲା।

ଖବର ପାଇ ଅଇଁଠାପାଲି ପୋଲିସ୍‌ ଗତ ରାତିରେ ଗୋପାଳକୃଷ୍ଣଙ୍କୁ ଧରି ଥାନାକୁ ନେଇ ପଚରାଉଚରା କରୁଛି। ଏଥିସହ ୨ ନାବାଳିକାଙ୍କୁ ଉଦ୍ଧାର କରାଯାଇ ସଖୀ ସେଣ୍ଟରରେ ରଖାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+