ମା ସାଜିଲା ପିଶାଚିନୀ, ୩ ବର୍ଷର ଶିଶୁ ପୁତ୍ରର ଗଳା କାଟି କଲା ହତ୍ୟା

ମା ସାଜିଲା ପିଶାଚିନୀ । ୩ ବର୍ଷ ଶିଶୁ ପୁତ୍ରର ଗଳା କାଟି କଲା ହତ୍ୟା । କୋରାପୁଟ ସଦର ଥାନା ପୋଡାଗଡ ପଞ୍ଚାୟତ ଲୁକୁମାରି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା ।

କୋରାପୁଟ: ମା ସାଜିଲା ପିଶାଚିନୀ । ୩ ବର୍ଷ ଶିଶୁ ପୁତ୍ରର ଗଳା କାଟି କଲା ହତ୍ୟା । କୋରାପୁଟ ସଦର ଥାନା ପୋଡାଗଡ ପଞ୍ଚାୟତ ଲୁକୁମାରି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଘଟଣା ସ୍ଥଳରେ କୋରାପୁଟ ଏସ୍‌ଡିପିଓ, ଆଇଆଇସି, ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରୁଛନ୍ତି। ପୁଲିସ୍‌ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

mother killed son

ଗତ ରାତିରେ ଗ୍ରାମରେ ଚଇତି ପରବ ଥିବା ବେଳେ ସମସ୍ତେ ମଜାମଜଲିସରେ ମାତିଥିଲେ। ହେଲେ ଆଜି ଭୋର ସମୟରେ ଏଭଳି ଅଘଟଣ ଘଟିଥିବା ବେଳେ ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଛି। ତେବେ ଜଣେ ମା' କ'ଣ ପାଇଁ ନିଜ ହାତରେ ନିଜ ଛୁଆର ଜୀବନ କିପରି ଓ କାହିଁକି ନେଲା ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ କୋରାପୁଟ ସଦର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+