Get Updates
Get notified of breaking news, exclusive insights, and must-see stories!

ଇଡି ପଞ୍ଝାରେ ଖଣି ମାଲିକ ଜିତୁ ପଟ୍ଟନାୟକ, ୧୩୩ କୋଟିର ସମ୍ପତ୍ତି ଜବତ୍

ଖଣି ମାଲିକ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଇଡିର ଚଢ଼ଉ । ୧୩୩ କୋଟିର ସମ୍ପତ୍ତି ଜବତ୍ ।

ଖୋର୍ଦ୍ଧା: ଖଣି ମାଲିକ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଇଡିର ଚଢ଼ଉ । ୧୩୩ କୋଟିର ସମ୍ପତ୍ତି ଜବତ୍ । ଏହା ସହ ୬୯ ଲକ୍ଷର କ୍ୟାସ୍‌ ଇଡି ଜବତ କରିଛି।

ED Raid

ସୂଚନା ଅନୁସାରେ ବେଆଇନ ଖଣି କାରବାର ଓ ମନି ଲଣ୍ଡରିଂ ମାମଲାରେ ବୁଧବାର ଖଣି ମାଲିକ ତଥା ଚମ୍ପୁଆର ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ରେଡ୍ କରିଥିଲା ଇଡି । ଜିତେନ୍ଦ୍ରଙ୍କ ଚାରୋଟି ଖଣି ଉପରେ ଚଢାଉ କରିଛି ତଦନ୍ତକାରୀ ସଂସ୍ଥା । ଟଙ୍କା ହେରଫେର ଅଭିଯୋଗରେ ଚଢାଉ କରାଯାଇଥିଲା । ଗତକାଲି ସକାଳ ୮ଟାରୁ ଯୋଡାର ୨ଟି ଓ ଭୁବନେଶ୍ବରର ଦୁଇଟି ସ୍ଥାନରେ ଚଢ଼ାଉ ଜାରି ହୋଇଥିଲା । ଭିଜିଲାନ୍ସ ପକ୍ଷରୁ ରୁଜୁ ହୋଇଥିବା ଏକ ମାମଲା ଆଧାରରେ ଇଡି ରେଡ୍ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+