ନୂଆବର୍ଷରେ ଅଶାନ୍ତ ରାଜଧାନୀ: ବର୍ଷ ଆରମ୍ଭରୁ ବୁଲିଲା ଖଣ୍ଡା

ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀରେ ଦେଖିବାକୁ ମିଳିଛି ଅସାମାଜିକ ତତ୍ବଙ୍କ ଦୌରାତ୍ମ୍ୟ । ପତିଆରା ଜାହିର କରିବାକୁ ରାଜଧାନୀରେ ବୁଲିଛି ଖଣ୍ଡା । ହୋଇଛି ଭଙ୍ଗାରୁଜା । ଯାହାର ଭିଡିଓ କଏଦ ହୋଇଛି ସିସିଟିଭିରେ ।

ଭୁବନେଶ୍ବର: ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀରେ ଦେଖିବାକୁ ମିଳିଛି ଅସାମାଜିକ ତତ୍ବଙ୍କ ଦୌରାତ୍ମ୍ୟ । ପତିଆରା ଜାହିର କରିବାକୁ ରାଜଧାନୀରେ ବୁଲିଛି ଖଣ୍ଡା । ହୋଇଛି ଭଙ୍ଗାରୁଜା । ଯାହାର ଭିଡିଓ କଏଦ ହୋଇଛି ସିସିଟିଭିରେ ।

Crime

ଭୁବନେଶ୍ୱର ନୟାପଲ୍ଲୀ ଛକରେ ଜିରୋ ନାଇଟରେ ଆତଙ୍କରାଜ । ସାହି ସାହି ମଧ୍ୟରେ ଗଣ୍ଡାଗୋଳ ହୋଇଛି । ନୂଆ ବର୍ଷ ପାଳନକୁ ନେଇ ଗଣ୍ଡଗୋଳ ହୋଇଛି । ଗାଡି ଭଙ୍ଗାରୁଜା ହୋଇଛି । ଏହା ସହ ଖଣ୍ଡା ବୁଲିଥିବା ମଧ୍ୟ ଦେଖିବାକୁ ମିଳିଛି । ସିସିଟିଭିରେ ଘଟଣାର ପୂରା ଦୃଶ୍ୟ କଏଦ ହୋଇଛି ।

ଗତକାଲି ରାତିରେ କ୍ଲବ ସଦସ୍ୟ ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଯାହାର ଆପୋଷ ସମାଧାନ କରାଯାଇଥିଲା । ହେଲେ ବିଳମ୍ବିତ ରାତିରେ ଘଟଣା ପୁଣି ଉଗ୍ରରୂପ ଧାରଣ କରିଥିଲା । ୧୫ରୁ ୨୦ ଯୁବକ ମାରଣାସ୍ତ୍ର ଧରି ସାହିରେ ଆତଙ୍କ ଖେଳାଇଥିଲେ । ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭିତ କରୁଥିବା ଦେଖିବାକୁ ମିଳିଥିଲା । ରାଜଧାନୀର ଉତ୍ପାତ ମଚାଇଥିବା ଏହି ଅସାମାଜିକ ଯୁବକମାନଙ୍କ ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାହାକୁ ଆଧାର କରି ନୟାପଲ୍ଲୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+