ୱେବ ଚ୍ୟାନେଲ ଅଫିସରେ ଚାଲିଥିଲା ସେକ୍ସ ରାକେଟ

ବାଦାମବାଡ଼ି ଥାନା ସୂର୍ଯ୍ୟବିହାର ଲେନରୁ ଏକ ବଡ଼ଧରଣର ସେକ୍ସ ରାକେଟ ଠାବ କରିଛି କମିସନରରେଟ ପୋଲିସ । ଆଜି ଅପରାହ୍ନରେ ପୋଲିସ ସ୍ପେସିଆଲ ସ୍କ୍ୱାର୍ଡ ବିଶେଷ ସୂତ୍ରରୁ ଖବରପାଇ ସେଠାରେ ଚଢ଼ଉ କରିଥିଲା ।

କଟକ: ସ୍ଥାନୀୟ ବାଦାମବାଡ଼ି ଥାନା ସୂର୍ଯ୍ୟବିହାର ଲେନରୁ ଏକ ବଡ଼ଧରଣର ସେକ୍ସ ରାକେଟ ଠାବ କରିଛି କମିସନରରେଟ ପୋଲିସ । ଆଜି ଅପରାହ୍ନରେ ପୋଲିସ ସ୍ପେସିଆଲ ସ୍କ୍ୱାର୍ଡ ବିଶେଷ ସୂତ୍ରରୁ ଖବରପାଇ ସେଠାରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ସେହି ଘରୁ ୫ ଜଣ ଦେହଜୀବୀଙ୍କ ସହ ୨ ଗ୍ରାହକଙ୍କୁ ଠାବ କରାଯାଇଛି । ଅଟକ ଥିବା ୫ ଦେହଜୀବୀଙ୍କ ମଧ୍ୟରେ ଜଣେ ରାଣୀ ମହୁମାଛି ମଧ୍ୟ ରହିଛି। ସବୁଠାରୁ ବଡ଼ କଥା ୱେବ୍‌ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ଏହି ସେକ୍ସ ରାକେଟ ।

Sex Racket

ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଜଣେ ସାମ୍ବାଦିକର ପରିଚୟ ଦେଇ ଏଭଳି କାର୍ଯ୍ୟ କରୁଥିଲା । ପ୍ରତି ଗ୍ରାହକଙ୍କ ଠାରୁ ଆଦାୟ କରୁଥିଲେ ୧୦୦୦ ଟଙ୍କା । ଏହି ରାକେଟ ପଛରେ ଆଉ କେଉଁ ମାନେ ସାମିଲ ଅଛନ୍ତି ତାହାର ଛାନବିନ ଚାଲିଛି । ତେବେ ଏହି ଘଟଣା ଏବେ କଟକରେ ଚହଳ ପକାଇଛି ।

ତେବେ ଏହି ଯୁବତୀମାନେ କେଉଁଠିକାର ସେମାନଙ୍କ ପରିଚୟ ଖୋଜୁଛି ପୋଲିସ ।ଦେହଜୀବୀମାନଙ୍କୁ ଉଦ୍ଧାର କରିବା ସମୟରେ ଅନେକ ସାମଗ୍ରୀ ଜବତ କରିଛି ପୋଲିସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+