ବାଦାମବାଡିରେ ବନ୍ଧୁକ ଡିଲ୍‌ ବେଳେ ଚଢାଉ, ଆଲବମ ଅଭିନେତାଙ୍କ ସହ ୪ ଗିରଫ

ବନ୍ଧୁକ ଡିଲ୍‌ ଚଲିଥିବା ବେଳେ ପୋଲିସ୍‌ ଚଢ଼ାଉ କରିଛି । ଏହି ଡିଲ୍‌ କରୁଥିବା ୪ ଜଣଙ୍କୁ ପୋଲିସ୍‌ ଘଟଣା ସ୍ଥଳରୁ ଗିରଫ କରିଛି ।

କଟକ: ବନ୍ଧୁକ ଡିଲ୍‌ ଚଲିଥିବା ବେଳେ ପୋଲିସ୍‌ ଚଢ଼ାଉ କରିଛି । ଏହି ଡିଲ୍‌ କରୁଥିବା ୪ ଜଣଙ୍କୁ ପୋଲିସ୍‌ ଘଟଣା ସ୍ଥଳରୁ ଗିରଫ କରିଛି । ସେମାନଙ୍କ ଠାରୁ ୩ଟି ବନ୍ଧୁକ ଜବତ କରାଯାଇଥିବା ବେଳେ ୧୬ଟି ଜୀବନ୍ତ ଗୁଳି ଜବତ କରାଯାଇଛି ।

Gun Deal in Badambadi

ତେବେ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଆଲବମ୍‌ ଅଭିନେତା ରହିଥିବା ବେଳେ ତାଙ୍କ ନାମ ଜିତୁ ଓରଫ ପ୍ରକାଶ ରାଉତ ବୋଲି ଜଣାପଡ଼ିଛି ।

Gun Deal in Badambadi

ଡିସିପି ପ୍ରତୀକ ସିଂଙ୍କ କହିବା ଅନୁସାରେ ଝାଞ୍ଜିରି ମଙ୍ଗଳା ଅଞ୍ଚଳରେ ଜ୍ଞାନରଞ୍ଜନ ନାମକ ଜଣେ ବ୍ୟକ୍ତି ସନ୍ଦେହ ଜନକ ଭାବେ ଘୂରି ବୁଲୁଥିଲେ। ବାଦାମବାଡ଼ି ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ସେହି ସମୟରେ ପୋଲିସ ତା'ଠାରୁ ଗୋଟିଏ ବନ୍ଧୁକ ଜବତ କରିଥିଲା। ଜେରା ବେଳେ ସେ ପ୍ରକାଶ ରାଉତ ଓରଫ ପପୁଠାରୁ ବନ୍ଧୁକ କିଣିଥିବା କହିଥିଲା। ଏହା ପରେ ପୋଲିସ ପପୁକୁ ଗିରଫ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+