ପୁଣି 'ମୋ ବସ' ରେ ଚୋରି: ୬ଟି ମୋବାଇଲ ଲୁଟି ନେଲେ ଦୁର୍ବୃତ୍ତ

ପୁଣି ମୋ ବସରେ ଚୋରି । ଭିଡର ଫାଇଦା ନେଇ ମୋବାଇଲ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୧୮ ନମ୍ବର ମୋ ବସରେ ହୋଇଛି ମୋବାଇଲ ଚୋରି । ୬ଟି ମୋବାଇଲ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

କଟକ: ପୁଣି ମୋ ବସରେ ଚୋରି । ଭିଡର ଫାଇଦା ନେଇ ମୋବାଇଲ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୧୮ ନମ୍ବର ମୋ ବସରେ ହୋଇଛି ମୋବାଇଲ ଚୋରି । ୬ଟି ମୋବାଇଲ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

Mo Bus

ଜୁଡିସିଆଲ ଏକାଡେମୀ ପାଖରେ ମୋବାଇଲ ନଥିବା ଜାଣିବାକୁ ପାଇଛନ୍ତି ଯାତ୍ରୀ । ତେବେ ବାରମ୍ବାର ମୋ ବସରୁ ଚୋରି ହେଉଥିବାରୁ ଏଥିରେ ଲୋକେ ଯାତାୟତ କରିବା ପାଇଁ ଭୟ କରୁଛନ୍ତି ।

ଭୁବନେଶ୍ୱର ବରମୁଣ୍ଡାରୁ ଜଗତପୁର ଯାଉଥିବା ୧୮ ନମ୍ବର ମୋ ବସ୍‌ରେ କିଛି ପର୍ଯ୍ୟଟକ ନନ୍ଦନକାନନ ଷ୍ଟପେଜ୍‌ରୁ ଚଢ଼ିବା ବେଳେ ପ୍ରବଳ ଭିଡ ହୋଇଥିଲା । ଏହାର ସୁଯୋଗ ନେଇ କିଛି ମୋବାଇଲ୍ ଚୋର ବସ ଯାତ୍ରୀଙ୍କ ମୋବାଇଲ୍ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ବସ୍‌ ଭିତରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯିବା ସହ ପେକଟ ମାରୁ କରିଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସ ତନାଘନା ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+