ଆର୍ୟାନ୍ ଖାନଙ୍କୁ ମିଳିଲାଣି ବେଲ: ୨୦ରେ ହେବ ଶୁଣାଣୀ
ଭୁବନେଶ୍ବର: ମୁମ୍ବାଇ ରେଭ ପାର୍ଟି ଘଟନା ରେ ଗିରଫ ଶାହରୁଖ ଖାନଙ୍କ ପୁତ୍ର ଆର୍ୟାନ୍ ଖାନଙ୍କୁ ମିଳିଲାଣି ବେଲ। ଏହି ମାମଲାର ଶୁଣାଣୀ କରୁଥିବା ମୁମ୍ବାଇର ସ୍ଵତନ୍ତ୍ର କୋର୍ଟ ଜମାନତ ଅର୍ଜି ସମ୍ପର୍କିତ ରାୟକୁ ସୁରକ୍ଷିତ ରଖିଛନ୍ତି। ବେଲ ମାମଲାରେ ଶୁଣାଣୀ ଚଳିତ ମାସ ୨୦ ତାରିଖରେ ହେବ ବୋଲି କହିଛନ୍ତି କୋର୍ଟ।

ନିଶା ସେବନ ଅଭିଯୋଗରେ ଏନସିବି ଦ୍ଵାରା ଗିରଫ ହୋଇଥିବା ତାରକା ପୁତ୍ର ଆର୍ୟାନ୍ ଖାନଙ୍କ ସମେତ ଅନ୍ଯାନ୍ଯ ଅଭିଯୁକ୍ତମାନଙ୍କୁ ଏବେ ଜେଲରେ ହିଁ ରାତି ବିତାଇବାକୁ ପଡିବ। ତେବେ ୨୦ ଅକ୍ଟୋବରରେ ହେବାକୁ ଥିବା ଶୁଣାଣୀ ବେଳେ ମଧ୍ୟ ଜମାନତ ମିଳିବ ନେଇ କିଛି ସ୍ପଷ୍ଟ ହୋଇନାହିଁ ।












Click it and Unblock the Notifications