ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ୍ : 9 ଗିରଫ, କାର୍ ଓ 10 ଲକ୍ଷ ଟଙ୍କା ଜବତ
କୁଚିଣ୍ଡା ୟୁନିୟନ ବ୍ୟାଙ୍କର ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ ।
ସମ୍ବଲପୁର : କୁଚିଣ୍ଡା ୟୁନିୟନ ବ୍ୟାଙ୍କର ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ । ଏହି ଘଟଣାରେ ପୁଲିସ 9 ଜଣ ଲୁଟେରାକୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ କାର୍, ବାଇକ ଅଳଙ୍କାର ସମେତ ନଗଦ 10 ଲକ୍ଷ ଟଙ୍କା ଜବତ କରିଛି । ସେହିପରି ଏହି ଗ୍ୟାଙ୍ଗର ଆଉ ଦୁଇ ଜଣ ଫେରାର୍ ରହିଥିବା ଜଣାପଡିଛି ।













Click it and Unblock the Notifications