ଆସନ୍ତା ୧୯ ତାରିଖରେ ସୁପ୍ରିମ୍କୋର୍ଟରେ ହେବ ପରୀ ମାମଲାର ଶୁଣାଣି
ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଅପହରଣ ଓ ହତ୍ୟାକାଣ୍ଡ ମାମଲର ଶୁଶାଣି ଆସନ୍ତା 19ତାରିଖରେ ସୁପ୍ରିମକୋର୍ଟରେ ହେବ।
ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଅପହରଣ ଓ ହତ୍ୟାକାଣ୍ଡ ମାମଲର ଶୁଶାଣି ଆସନ୍ତା 19ତାରିଖରେ ସୁପ୍ରିମକୋର୍ଟରେ ହେବ। ନାବାଳିକା ମାମଲାରେ ସିବିଆଇ ତଦନ୍ତ ଦାବିର ମାନ୍ୟବର ସୁପ୍ରିମ୍କୋର୍ଟ ଶୁଣାଣି କରିବେ ।

ତେବେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୂର୍ବରୁ ରାଜ୍ୟ ସରକାର ପ୍ରତିଜବାବ ଦାଖଲ କରି ସାରିଛନ୍ତି। ପ୍ରତି ଜବାବ ଦାଖଲ ପରେ ଆଜି ରେଜିଷ୍ଟ୍ରାର କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରିମ୍କୋର୍ଟ ଏକ ବେଞ୍ଚରେ ହେବ ମାମଲାର ଶୁଣାଣି ହେବ। ଏପ୍ରିଲ୍ ୧୯ରେ ସୁପ୍ରିମ୍କୋର୍ଟରେ ହେବ ଶୁଣାଣି ହେବ ବୋଲି ରେଜିଷ୍ଟ୍ରାର କୋର୍ଟ ଶୁଣାଇଛନ୍ତି।












Click it and Unblock the Notifications