Get Updates
Get notified of breaking news, exclusive insights, and must-see stories!

ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା; ଗୋପାଳ ଦାସର ପୁରୁଣା କଲ୍‌ ଡିଟେଲ ଖୋଲିଲା କ୍ରାଇମବ୍ରାଞ୍ଚ

ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ଗୋପାଳ ଦାସର ପୁରୁଣା କଲ୍‌ ଡିଟେଲ ଖୋଲିଲା କ୍ରାଇମବ୍ରାଞ୍ଚ। ନବ ଦାସ ହତ୍ୟା ପୂର୍ବର କଲ୍‌ ହିଷ୍ଟ୍ରି ଖୋଲିଲା କ୍ରାଇମବ୍ରାଞ୍ଚ।

ହତ୍ୟା ପୂର୍ବରୁ ଗୋପାଳ ଯେଉଁମାନଙ୍କ ସହ କଥା ହୋଇଛି ଜେରା ହବ । ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ବି.କେ ମଲ୍ଲିକ। ଗତକାଲି ଠାରୁ ବ୍ରହ୍ମପୁରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ । କାଲି ଗୋପାଳର ଭାଇ, ପୁତୁରା ଓ ପୁଅକୁ ପଚରାଉଚରା କରିଥିଲା।

Naba Das murder case

ହୋଟେଲରେ କାମ କରୁଥିବା ରୋଷେୟାକୁ ବି ପଚରାଉଚରା କରିଥିଲା । ଏବେ ବୈଦ୍ୟନାଥପୁର ଥାନାରେ କ୍ରାଇମବ୍ରାଞ୍ଚ ଟିମ୍‌ର ଖୋଳତାଡ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+