ନବ ଦାସଙ୍କ ହତ୍ୟା ମାମଲା: ସରିଲା ଗୋପାଳର ନାର୍କୋ ଟେଷ୍ଟ
ଅଭିଯୁକ୍ତ ଗୋପାଳର ସରିଲା ନାର୍କୋ ଟେଷ୍ଟ । ଗାନ୍ଧି ନଗର ଲ୍ୟାବରେ ଗୋପାଳର ନାର୍କୋ ଟେଷ୍ଟ କରାଯାଉଥିଲା । ନାର୍କୋ ଟେଷ୍ଟ ପୂର୍ବରୁ ହୋଇଥିଲା ପଲିଗ୍ରାଫ୍ ଟେଷ୍ଟ୍ ।

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳର ସରିଲା ନାର୍କୋ ଟେଷ୍ଟ । ଗାନ୍ଧି ନଗର ଲ୍ୟାବରେ ଗୋପାଳର ନାର୍କୋ ଟେଷ୍ଟ କରାଯାଉଥିଲା । ନାର୍କୋ ଟେଷ୍ଟ ପୂର୍ବରୁ ହୋଇଥିଲା ପଲିଗ୍ରାଫ୍ ଟେଷ୍ଟ୍ । ଆସନ୍ତା କାଲି ଝାରସୁଗୁଡ଼ା ଫେରିବ ଗୋପାଳ । ସ୍ବାସ୍ଥ୍ୟ ପରୀକ୍ଷା ପରେ ଅଭିଯୁକ୍ତର ନାର୍କୋ ଟେଷ୍ଟ ହୋଇଥିଲା । ଏଥିପାଇଁ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏକ ୮ ଜଣିଆ ଟିମ୍ ଗୋପାଳକୁ ନେଇ ଗୁଜରାଟ ଯାଇଥିଲା ।
ସୂଚନା ଅନୁସାରେ, କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ ? ମନ୍ତ୍ରୀଙ୍କ ହାତ୍ୟା କରିବା ପଛର ପ୍ରକୃତ କାରଣ କ'ଣ ? ପୂର୍ବରୁ କିଛି ବ୍ୟକ୍ତିଗତ ଶତ୍ରୁତା ରହିଥିଲା କି ? ଏପରି ଏନେକ ପ୍ରଶ୍ନ ଅଭିଯୁକ୍ତ ଗୋପାଳ ଦାସଙ୍କୁ ପଚରାଯାଇଛି ।
ଏହା ପୂର୍ବରୁ ଝାରସୁଗୁଡ଼ାରେ ଗୋପାଳର LVA ଟେଷ୍ଟ କରାଯାଇଥିଲା । ମନସ୍ତତ୍ୱବିତଙ୍କ ଉପସ୍ଥିତିରେ ସ୍ବତନ୍ତ୍ର ମେଡିକାଲ କମିଟି ଅଭିଯୁକ୍ତର ମାନସିକ ସ୍ଥିତି ଅନୁଧ୍ୟାନ କରିଥିଲା। LVA ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ଟେଷ୍ଟରୁ ମିଳିଥିବା ତଥ୍ୟ ଏବଂ କ୍ରାଇମ ସିନ୍ ରିକ୍ରିଏସନ୍ରୁ ମିଳିଥିବା ତଥ୍ୟକୁ ନେଇ ଅନୁଧ୍ୟାନ କରାଯାଇଛି । ଗୋପାଳ ଏବଂ ତାଙ୍କ ପରିବାର ଲୋକଙ୍କ ଆର୍ଥିକ କାରବାର ଯାଞ୍ଚ ଶେଷ ହୋଇଛି । ଏପର୍ଯ୍ୟନ୍ତ ସଂଗୃହିତ ହୋଇଥିବା ତଥ୍ୟ ପ୍ରମାଣ ଯାଞ୍ଚ କାର୍ଯ୍ୟ ଶେଷ ହୋଇଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଥାଉ ଯେ, ଅଭିଯୁକ୍ତ ଗୋପାଳ ଦାସକୁ ତୃତୀୟ ଦଫାରେ ୫ଦିନିଆ ରିମାଣ୍ତରେ ନେଇଛି କ୍ରାଇମବ୍ରାଞ୍ଚ୍ । ଆସନ୍ତା ସୋମବାର ଦିନ ଏହି ରାମାଣ୍ତ ଅବଧି ଶେଷ ହେବା ପାଇଁ ଯାଉଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications