କଟକରେ ସ୍ପଷ୍ଟ ଦିବାଲୋକରେ ଲୁଟ୍: ଫାଙ୍କା ଗୁଳି ଫୁଟାଇ ନେଇଗଲେ ୨୫ ହଜାର ଟଙ୍କା ସହ ସୁନା ଗହଣା

କଟକରେ ସ୍ପଷ୍ଟ ଦିବାଲୋକରେ ଲୁଟ୍ । ଫାଙ୍କା ଗୁଳି ଫୁଟାଇ ନେଇଗଲେ ଟଙ୍କାସୁନା । ମତ୍ତଗଜପୁର ଲେବୁଲ୍‌ କ୍ରସିଂ ନିକଟରେ ବ୍ୟବସାୟୀଙ୍କ ଠାରୁ ଲୁଟ୍‌ ହୋଇଛି ।

ବ୍ଲାଙ୍କ ଫାୟାରିଂ କରି ଲୁଟ୍‌ଭୋଇଚି । କଟକ କନ୍ଦରପୁର ଥାନା ମତଗଜପୁରରେ ଏହି ଗୁଳିକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସ୍ପଷ୍ଟ ଦିବାଲୋକରେ ଗୁଳି ଫୁଟିଛି । ପୋଲିସ୍‌କୁ ନା ପ୍ରଶାସନକୁ ଭୟ । ଫାଙ୍କା ଗୁଳି ଫୁଟାଇ ସୁନା ଅଳଙ୍କାର ସହ ଟଙ୍କା ଲୁଟ୍‌ କରିଛନ୍ତି ଦୂର୍ବୁତ୍ତ ।

ମତ୍ତଗଜପୁର ଲେବୁଲ୍‌ କ୍ରସିଂ ନିକଟରେ ବ୍ୟବସାୟୀଙ୍କ ଠାରୁ ଲୁଟ୍‌ ହୋଇଛି । ଗୁଳି ଚଳାଇ ବ୍ୟବସାୟୀଙ୍କ ଠାରୁ ଟଙ୍କା ସୁନା ଲୁଟି ନେଇଛନ୍ତି ଅପରାଧୀ । ୩ଟି ବାଇକରେ ୫ରୁ ୬ ଦୁର୍ବୃତ୍ତ ଆସି ଲୁଟ୍‌ କରିଥିବା ଅଭିଯୋଗ ହୋଇଛି ।

LOOT

ସୂଚନା ଅନୁସାରେ, କଟକ କନ୍ଦରପୁର ଥାନା ମତଗଜପୁରରେ ୩ଟି ବାଇକ୍‌ରେ ଆସିଥିଲେ ୫ରୁ ୬ ଦୁର୍ବୃତ୍ତ । ବ୍ଲାକ୍‌ ଫାୟାରିଂ କରି ୨୫ ହଜାର ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି ।

ଏହାପରେ ତୁରନ୍ତ କନ୍ଦରପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ କିଏ ସବୁ ଏମାନେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ତଦନ୍ତ ପରେ ଏହା ସାମ୍ନାକୁ ଆସିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+