ଝାରପଡ଼ା ଜେଲ ଯିବେ ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ
ଝାରପଡ଼ା ଜେଲ ଯିବେ ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ । ଇଡ଼ି ଆବେଦନ ଖାରଜ କଲେ କୋର୍ଟ । ପରଚା ଉଚରାରେ ସହଯୋଗ କରୁ ନଥିବାରୁ ଇଡି ପକ୍ଷରୁ ଅର୍ଚ୍ଚନାଙ୍କୁ ଆଉ ଦୁଇ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା । କିନ୍ତୁ କୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି ।
ଭୁବନେଶ୍ୱର: ଝାରପଡ଼ା ଜେଲ ଯିବେ ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ । ଇଡ଼ି ଆବେଦନ ଖାରଜ କଲେ କୋର୍ଟ । ପରଚା ଉଚରାରେ ସହଯୋଗ କରୁ ନଥିବାରୁ ଇଡି ପକ୍ଷରୁ ଅର୍ଚ୍ଚନାଙ୍କୁ ଆଉ ଦୁଇ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା । କିନ୍ତୁ କୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି ।

ପ୍ରବର୍ତ୍ତନ ନିର୍ଦେଶାଳୟର ରିମାଣ୍ଡ ଆବେଦନ ଖାରଜ ହୋଇଯାଇଛି । ପ୍ରବର୍ତ୍ତନ ନିର୍ଦେଶାଳୟର ୨ ଦିନିଆ ରିମାଣ୍ଡ ଆବେଦନ ଖାରଜ କରିଛନ୍ତି ଏଡିଜେ-୩। ପ୍ରବର୍ତ୍ତନ ନିର୍ଦେଶାଳୟର ରିମାଣ୍ଡ ଆବେଦନ ଖାରଜ ହୋଇଯିବା ପରେ ଅର୍ଚ୍ଚନା ନାଗ ଝାରପଡ଼ା ଜେଲ ଯିବେ ବୋଲି ଜଣାପଡ଼ିଛି ।












Click it and Unblock the Notifications