ରିମାଣ୍ତ ମିଳିଲା ନାହିଁ, ଜେଲ୍ ଯିବେ ଅର୍ଚ୍ଚନା
ରିମାଣ୍ତ ମିଳିଲା ନାହିଁ, ଜେଲ୍ ଯିବେ ଅର୍ଚ୍ଚନା
ଭୁବନେଶ୍ୱର: ଖାରଜ ହେଲା ଅର୍ଚ୍ଚନାଙ୍କ ରିମାଣ୍ତ ଆବେଦନ । ଜେଲ୍ ଯିବେ ଲେଡି ବ୍ଲାକମେଲର ଅର୍ଚ୍ଚନା । ଇଡିର ୨ ଦିନିଆ ରିମାଣ୍ତ ଆବେଦନକୁ ଖାରଜ କଲେ ADJ-3 । ରିମାଣ୍ତ ଆବେଦନ ଖାରଜ ହେବା ପରେ ଝାରପଡ଼ା ଜେଲ୍ ଯିବେ ଅର୍ଚ୍ଚନା ।

ସୂଚନା ଅନୁସାରେ, ଅର୍ଚ୍ଚନା ତଦନ୍ତରେ ଇଡିକୁ କୌଣସି ପ୍ରକାରର ସହୋଯୋଗ କରୁନଥିବା ନେଇ ଇଡି ପକ୍ଷରୁ କୋର୍ଟଙ୍କ ନିକଟରେ ତଥ୍ୟ ରଖାଯାଇ ତାଙ୍କୁ ଆଉ ୨ ଦିନ ରିମାଣ୍ତରେ ନେବା ପାଇଁ ଆବେଦନ କରାଯାଇଥିଲା ହେଲେ ଅର୍ଚ୍ଚନାଙ୍କ ଓକିଲ ଏହାକୁ ବିରୋଧ କରି କହିଥିଲେ ଯେ ଉଭୟ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ତଦନ୍ତରେ ସମ୍ପୁର୍ଣ୍ଣ ସହଯୋଗ କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି କୋର୍ଟ ପକ୍ଷରୁ ଇଡିର ଆବେଦନକୁ ଖାରଜ କରାଯାଇଥିଲା ।
ସୂଚନାଥାଉ ଯେ, ଗତ ୬ ତାରିଖରେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗଙ୍କୁ ଇଡି ରିମାଣ୍ଡରେ ନେଇଥିଲା। ବେଆଇନ୍ କାରବାରକୁ ନେଇ ଇଡି ଅଫିସରେ ତାଙ୍କୁ ଘନଘନ ଜେରା କରାଯାଇଥିଲା ।
More From
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications