ଜେଇଙ୍କ ଝଲନ୍ତା ମୃତଦେହ ଉଦ୍ଧାର
ନରସିଂହପୁର: ସରକାରୀ କ୍ୱାର୍ଟରରୁ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ନରସିଂହପୁର ଥାନା ବ୍ଲକ୍ ପରିସର କ୍ୱାର୍ଟରରୁ ଯନ୍ତ୍ରୀଙ୍କ ମୃତ ଦେହ ଠାବ କରାଯାଇଛି । ମୃତ କନିଷ୍ଠ ଯନ୍ତ୍ରୀଙ୍କ ନାଁ ଅଜୟ ସାମଲ । ବର୍ତ୍ତମାନ ତାଙ୍କ ମୃତ୍ୟୁକ କାରଣ ଅସ୍ପଷ୍ଟ ରହିଛି।













Click it and Unblock the Notifications