ଯାଜପୁର ଧର୍ମଶାଳା ଥାନା ଯୁବତୀ ଅପହରଣ ଘଟଣା, ଅଭିଯୁକ୍ତ ଗିରଫ

ଯାଜପୁର ଧର୍ମଶାଳା ଥାନା ଅଞ୍ଚଳରୁ ଅପହୃତ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। କଟକରୁ ଯୁବତୀ ଜଣଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଯାଜପୁର: ଯାଜପୁର ଧର୍ମଶାଳା ଥାନା ଅଞ୍ଚଳରୁ ଅପହୃତ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। କଟକରୁ ଯୁବତୀ ଜଣଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଆଜି ଏନେଇ ପୋଲିସ ଯୁବତୀଙ୍କ ବୟାନ ରେକର୍ଡ କରିବ । ଏଥିସହ ଅଭିଯୁକ୍ତଙ୍କୁ ପଚରାଉଚରା କରି ସମ୍ପୂର୍ଣ ତଥ୍ୟ ସାମ୍ନାକୁ ଆଣିବ ।

Jajpur

ସେପଟେ ଝିଅକୁ ମାନସିକ ନିର୍ଯାତନା ଦିଆଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି ।ତାଙ୍କୁ କଟକକୁ ବିବାହ ପାଇଁ ନିଆଯାଉଥିଲା । ଅଭିଯୁକ୍ତଙ୍କ ସହ ତାଙ୍କ ପରିବାର ଲୋକେ ମଧ୍ୟ ଏହି ଘଟଣାରେ ସାମିଲ ଥିବା ଅଭିଯୋଗ ହୋଇଛି । ଗତ ଡିସେମ୍ବର ୫ରେ ଯୁବତୀ ଜଣକ କଲେଜକୁ ମାଇଗ୍ରେସନ ସାର୍ଟିଫିକେଟ ନେବା ପାଇଁ ଯାଇଥିବା ବେଳେ ଅପହରଣ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+