ହକି ଟିକେଟ୍‌ କଳାବଜାରୀ, ୫ ଗିରଫ

ଚଳିତ ହକି ବିଶ୍ୱକପରେ ଭାରତ ମ୍ୟାଚ୍ ଟିକେଟର କଳାବଜାରୀ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ସହିଦନଗର ପୋଲିସ ଗିରଫ କରିଛି । ଭାରତ-ୱେଲ୍ସ ମ୍ୟାଚର ଟିକେଟକୁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଅଭିଯୁକ୍ତମାନେ କଳା କବଜାରୀ କରୁଥିଲେ ।

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପରେ ଭାରତ ମ୍ୟାଚ୍ ଟିକେଟର କଳାବଜାରୀ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ସହିଦନଗର ପୋଲିସ ଗିରଫ କରିଛି । ଭାରତ-ୱେଲ୍ସ ମ୍ୟାଚ୍‌ର ଟିକେଟକୁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଅଭିଯୁକ୍ତମାନେ କଳା କବଜାରୀ କରୁଥିଲେ ।

Hockey World Cup Ticket

ତେବେ ଟିକେଟ କଳାବଜାରୀ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୩୫ଟି ହକି ଟିକେଟ୍‌, ୧୦ ହଜାର ଟଙ୍କା ଜବତ କରାଯାଇଛି । ସେମାନେ ଛାତ୍ର ଓ ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛି । ଗିରଫ ହୋଇଥିବା ୫ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ।

ତେବେ ଟିକେଟ୍‌ ଦଲାଲମାନେ ୧୦୦ ଟଙ୍କାର ଟିକେଟକୁ ହଜାରେ ଟଙ୍କା, ୨ ଶହ ଟଙ୍କା ଟିକେଟ୍‌କୁ ୨ ହଜାର ଓ ୫ ଶହ ଟଙ୍କାର ଟିକେଟ୍‌କୁ ୪ ହଜାର ଟଙ୍କାରେ ବିକ୍ରି କରୁଥିଲେ। ୧୯, ୨୪ ଓ ୨୯ ତାରିଖ ମ୍ୟାଚ୍‌ ପାଇଁ ଦଲାଲମାନେ ଟିକେଟ୍‌ ବ୍ଲାକରେ ବିକ୍ରି କରୁଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+