ବାଣୀବିହାର କ୍ୟାମ୍ପସରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ସ୍ଥାନୀୟ ବାଣୀବିହାର କ୍ୟାମ୍ପସର ଜଗନ୍ନାଥ ମନ୍ଦିର ପଛପଟୁ ଯୁବକଙ୍କ ଝୁଲନ୍ତା ମୃତଦେହ କରାଯାଇଛି । ମୃତକ ଜଣକ ହେଉଛନ୍ତି ୨୧ ବର୍ଷୀୟ ଉତମ ନାୟକ । ତାଙ୍କ ଘର ପିପିଲି ଦାଣ୍ଡମୁକୁନ୍ଦପୁର ବୋଲି ଜଣାପଡିଛି । ଉତ୍ତମ ନିଜ ପରିବାର ସହ ବାଣୀବିହାର କ୍ୟାମ୍ପସରେ ରହୁଥିବା ବେଳେ ଦିନ ମଜୁରିଆ ଭାବେ କାମ କରୁଥିଲେ ।

Crime

ସକାଳୁ ସକାଳୁ ତାଙ୍କର କିଭଳି ମୃତ୍ୟୁ ହେଲା ସେ ନେଇ କାହାକୁ ଜଣାନଥିବା କହିଛନ୍ତି ପରିବାର ଲୋକେ । ପୁଅକୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ଆଣିଛନ୍ତି ଅଭିଯୋଗ । ଘଟଣା ସ୍ଥଳରେ ସହିଦନଗର ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଏହା ଆତ୍ମହତ୍ୟା ନା ତାଙ୍କୁ ହତ୍ୟା କରାଯାଇଛି କାରଣ ଅସ୍ପଷ୍ଟ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+