ରାସ୍ତାକଡରେ ପରିବା ଦୋକାନ : 100 କୋଟିର ଠକେଇ ନେଇ ଆସିଲା ନୋଟିସ
ରାଉରକେଲା ଠାରେ ଜିଏସଟି ଠକେଇର ଏହି ମାମଲା ସାମ୍ନାକୁ ଆସିଛି ।
ରାଉରକେଲା : ରାସ୍ତା କଡରେ ଛୋଟିଆ ପରିବା ଦୋକାନ । ସେହି ଟଙ୍କାରେ ସଂସାର ଚଳେ । ହେଲେ ଏହି ଦୋକାନୀଙ୍କ ନାଁରେ ଆସିଛି 100 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ଜିଏସଟି ଠକେଇ ଅଭିଯୋଗ । ରାଉରକେଲା ଠାରେ ଜିଏସଟି ଠକେଇର ଏହି ମାମଲା ସାମ୍ନାକୁ ଆସିଛି । ଯେଉଁ ନିରୀହ ଓ ଗରିବ ବ୍ୟକ୍ତି ମୋହରା ବନିଛନ୍ତି ତାଙ୍କ ନାମ କାର୍ତିକ କାମିଲା ବୋଲି ଜଣାପଡିଛି ।













Click it and Unblock the Notifications