For Quick Alerts
Turn On Notification  
For Daily Alerts
Oneindia App Download

ହାଇଦର କରୋନା ଆକ୍ରାନ୍ତ : ରିମାଣ୍ଡ ସ୍ଥଗିତ

ହାଇଦରର ଆରଟିସିପିଆର୍ ଟେଷ୍ଟ୍ କରାଯାଇଥିଲା । ଯେଉଁଥିରେ ସେ କରୋନା ପଜେଟିଭ୍ ଥିବା ଜଣାପଡିଛି

|

କଟକ : ପୁଣି ପୁଲିସ ପାଇଁ ଚିନ୍ତା ବଢାଇଲା ହାଇଦର । ଗତକାଲି ତାକୁ ତେଲେଙ୍ଗାନାରୁ ଆଣିବା ପରେ କଟକ ଏସଡିଜେଏମ କୋର୍ଟରେ ହାଜର କରିଥିଲା କମିଶନରେଟ ପୋଲିସ । ଏହାପରେ ଚୌଦ୍ୱାର ଜେଲକୁ ପଠାଯାଇଥିଲା । କିନ୍ତୁ ଏହା ପୂର୍ବରୁ ହାଇଦରର ଆରଟିସିପିଆର୍ ଟେଷ୍ଟ୍ କରାଯାଇଥିଲା । ଯେଉଁଥିରେ ସେ କରୋନା ପଜେଟିଭ୍ ଥିବା ଜଣାପଡିଛି । କରୋନା ପଜିଟିଭ ଜଣାପଡିବା ପରେ ହାଇଦରକୁ ଆଇସୋଲେସନ ସେଲରେ ରଖାଯାଇଥିବା ସୂଚନା ମିଳିଛି ।

ହାଇଦର

ସେହିପରି କମିଶନରେଟ ପୁଲିସ ହାଇଦରକୁ 10 ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ 7 ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ କଟକ ଏସଡିଜେଏମ କୋର୍ଟ । ଏବେ ହାଇଦର କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ଏହି ରିମାଣ୍ଡକୁ ସ୍ଥଗିତ ରଖିଛି କମିଶନରେଟ୍ ପୁଲିସ ବୋଲି କହିଛନ୍ତି ପୁଲିସ କମିଶନର ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ । ହାଇଦରକୁ ଧରିବାକୁ ଯାଇଥିବା ସମସ୍ତ ପୁଲିସ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Gangster Hyder Tests Positive for Covid19 Remand Stay
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X