For Quick Alerts
Turn On Notification  
For Daily Alerts
Oneindia App Download

ଗ୍ୟାଙ୍ଗଷ୍ଟାର ହାଇଦର୍ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା ପୋଲିସ

ଗ୍ୟାଙ୍ଗଷ୍ଟାର ହାଇଦର୍ ମାମଲାରେ ମଙ୍ଗଳବାର ଆଉ ୨ ଜଣ ଗିରଫ ହୋଇଛନ୍ତି। ଏଥିରେ କନେଷ୍ଟବଲ ମହମ୍ମଦ ମୌସିମ ସମେତ ୨ ଜଣ ଗିରଫ ହୋଇଛନ୍ତି।

|

କଟକ: ଗ୍ୟାଙ୍ଗଷ୍ଟାର ହାଇଦର୍ ମାମଲାରେ ମଙ୍ଗଳବାର ଆଉ ୨ ଜଣ ଗିରଫ ହୋଇଛନ୍ତି। ଏଥିରେ କନେଷ୍ଟବଲ ମହମ୍ମଦ ମୌସିମ ସମେତ ୨ ଜଣ ଗିରଫ ହୋଇଛନ୍ତି। ସୂଚନା ଅନୁସାରେ, ମୌସିମ୍ ବ୍ୟତୀତ ସମ୍ବଲପୁର ଜେଲ୍ ର ଜଣେ ୱାର୍ଡର ଗିରଫ ହୋଇଛନ୍ତି। ଏମାନଙ୍କୁ ମଙ୍ଗଳବାର କଟକ ମଙ୍ଗଳାବାଗ ଥାନା ପୋଲିସ୍ ଗିରଫ କରିଛି।

gangster haider escaped

ହାଇଦର୍ ଫେରାର୍ ହୋଇଥିବା ଦିନ ଏହି ଦୁଇ ଜଣ ଡ୍ୟୁଟିରେ ଥିଲେ। ଖାଲି ସେତିକି ନୁହେଁ ମେଡିକାଲରେ ହାଇଦରକୁ ପହରା ଦେବା ଦାୟିତ୍ୱରେ ଥିବା ୬ ପୋଲିସ୍ ଅଫିସର୍ ନିଲମ୍ବିତ ହୋଇଥିବା ସୂଚନା ମିଳିଛି। ହାଇଦରକୁ ସହଯୋଗ କରିବା ଅଭିଯୋଗରେ ଉକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ ଏବଂ ଦାୟିତ୍ୱରେ ଖିଲାପ କରିଥିବା ଯୋଗୁଁ ୬ ଜଣ ଅଫିସରଙ୍କୁ ନିଲମ୍ବିତ କରାଯାଇଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
gangster haider escaped case: Police have arrested two more people
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X