ସ୍ତ୍ରୀ ଉପରେ କର୍ ଚଢାଇଲେ ଫିଲ୍ମମେକର, ସୋଶାଲ ମିଡିଆରେ ଭାଇରାଲ ଭିଡିଓ
ସ୍ତ୍ରୀ ଉପରେ କର୍ ଚଢାଇଲେ ଫିଲ୍ମମେକର । ପ୍ରେମିକା ସହ ଧରାପଡ଼ିବା ପରେ ଏଭଳି ନାରକୀୟ କାଣ୍ଡ କରିଛନ୍ତି ସେ।
ମୁମ୍ବାଇ: ପତ୍ନୀଙ୍କୁ ଗାଡି ଚଢେଇ ମାରିବା ପାଇଁ ଉଦ୍ୟମ କରି ଫସିଲେ ଫିଲ୍ମମେକର । ଫିଲ୍ମମେକର କମଲ କିଶୋର ମିଶ୍ର ଏଭଳି କାଣ୍ଡ କରିଛନ୍ତି । ଆଉ ସୋଶାଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । ମୁମ୍ବାଇର ଜଣାଶୁଣା ଫିଲ୍ମମେକର କମଲ କିଶୋର ମିଶ୍ରା ତାଙ୍କ ପ୍ରେମିକାଙ୍କ ସହିତ କାର ଭିତରେ ଥିବା ବେଳେ , ପତ୍ନୀ ଖବର ପାଇ ଘଟଣାସ୍ଥଳେ ପହଞ୍ଚିଥିଲେ । ପ୍ରେମିକାଙ୍କ ସହିତ କମଲ କିଶୋରଙ୍କୁ ଧରିଥିଲେ । ଏହାପରେ ଗାଡିର ଡୋର ଖୋଲିବା ପାଇଁ କମଲଙ୍କୁ କହିଥିଲେ, କିନ୍ତୁ ସେ ନଶୁଣି ପତ୍ନୀଙ୍କ ଉପରେ କାର୍ ଚଢାଇ ଦେଇଥିଲେ । ଏଭଳି ଘଟଣା ମୁମ୍ବାଇ ଅନ୍ଧେରୀ ୱେଷ୍ଟରେ ଏହି ଘଟଣା ଘଟିଛି।

#WATCH | Case registered against film producer Kamal Kishore Mishra at Amboli PS u/s 279 & 338 of IPC for hitting his wife with a car.She claims after the incident she suffered head injuries.We're searching for accused. Further investigation underway:Amboli Police
(CCTV Visuals) pic.twitter.com/0JSleTqyry
— ANI (@ANI) October 26, 2022












Click it and Unblock the Notifications