ରାଜଧାନୀରୁ ୭ ଲକ୍ଷ ଟଙ୍କାର ନକଲି ନୋଟ ଜବତ

ରାଜଧାନୀରୁ ଜବତ ହେଲା ୭ ଲକ୍ଷର ନକଲି ନୋଟ । ନକଲି ନୋଟ ଜବତ କରିଛି ଖାରବେଳ ନଗର ଥାନା ପୋଲିସ୍ । ଏହି ଜାଲ ନୋଟ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍ ।

ଭୁବନେଶ୍ୱର: ରାଜଧାନୀରୁ ଜବତ ହେଲା ୭ ଲକ୍ଷର ନକଲି ନୋଟ । ନକଲି ନୋଟ ଜବତ କରିଛି ଖାରବେଳ ନଗର ଥାନା ପୋଲିସ୍ । ଏହି ଜାଲ ନୋଟ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଏହା ସହ ୭ ଲକ୍ଷର ୨୦୦ ଟଙ୍କିଆ ନକଲି ନୋଟ ସହ ପ୍ରିଣ୍ଟି ମେସିନ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଏନେଇ ସୂଚନା ଦେଇଛନ୍ତି ।

Fake Currency Note

ମିଳିଥିବା ସୂଚନାନୁସାରେ କୋଚିଂ ସେଣ୍ଟର କରି ପରିବାର ଚଳାଉଥିବା ବ୍ୟକ୍ତି ଅଧିକ ଟଙ୍କା ଉପାର୍ଜନ ଆଶାରେ ଜାଲ ନୋଟ କଲେ। ଏପରିକି ୨ଶହିଆ ବଣ୍ଡଲ କରି ଲୋକଙ୍କୁ ଠକୁଥିବା ବେଳେ ଆଗକୁ ୫ ଶହ ଟଙ୍କିଆ ନୋଟ ବି କରିବାକୁ ପ୍ରସ୍ତୁତ କରିଥିଲେ ବ୍ଲୁ ପ୍ରିଣ୍ଟ। ହେଲେ ଏହା ପୂର୍ବରୁ ମାଡ଼ି ବସିଛି ପୋଲିସ। ସେମାନେ ହେଲେ ଗଞ୍ଜାମ ଜିଲ୍ଲାର ସତ୍ୟ ନାରାୟଣ ପୃଷ୍ଟି ଓ ଭୋଲା ପ୍ରଧାନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+