ଫ୍ୟାନରେ ଝୁଲି ପଡ଼ିଲେ ଦମ୍ପତି: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଏକାଠି ଫ୍ୟାନରେ ଝୁଲି ପଡିଲେ ସ୍ୱାମୀ-ସ୍ତ୍ରୀ । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା । ସମ୍ପୃକ୍ତ ଦମ୍ପତ୍ତି ହେଲେ ସଞ୍ଜୟ ଓ ସଞ୍ଜନା ପେରିୱାଲ ।

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଏକାଠି ଫ୍ୟାନରେ ଝୁଲି ପଡିଲେ ସ୍ୱାମୀ-ସ୍ତ୍ରୀ । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା । ସମ୍ପୃକ୍ତ ଦମ୍ପତ୍ତି ହେଲେ ସଞ୍ଜୟ ଓ ସଞ୍ଜନା ପେରିୱାଲ ।

Crime

ଖବର ଅନୁଯାୟୀ, ପୁଅ, ଝିଅ ସ୍କୁଲ ଯାଇଥିବା ବେଳେ ଫ୍ୟାନରେ ଓଢ଼ଣୀ ଲଗାଇ ସ୍ୱାମୀ, ସ୍ତ୍ରୀ ଝୁଲି ପଡ଼ିଥିଲେ । ଘଟଣା ସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସୌଭାଗ୍ୟବସତ ସ୍ୱାମୀଙ୍କ ଜୀବନ ବଞ୍ଚି ଯାଇଛି । ତେବେ କ'ଣ ପାଇଁ ଦମ୍ପତି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ତେବେ ଗୁରୁତର ଅବସ୍ଥାରେ ସ୍ୱାମୀ ସଞ୍ଜୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀସାଗର ଥାନା ସିଦ୍ଧେଶ୍ୱରୀ ଆପର୍ଟମେଣ୍ଟରେ ରହୁଥିଲେ ଏହି ଦମ୍ପତ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+