Get Updates
Get notified of breaking news, exclusive insights, and must-see stories!

କଳଙ୍କିତ ସମ୍ପର୍କ: ନାବାଳିକା ଶାଳୀକୁ ଗର୍ଭବତୀ କଲା ଭିଣୋଇ

ଭଉଣୀ-ଭିଣୋଇ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ଏମିତି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ପାଦା ଜାମପାଲି ଅଞ୍ଚଳରେ ଘଟିଛି ।

ରାଜଗାଙ୍ଗପୁର: କଳଙ୍କିତ ହେଲା ସମ୍ପର୍କ । ଉଜୁଡି ଗଲା ଦୁଇ ଦୁଇଟି ପରିବାର । ଭଉଣୀ-ଭିଣୋଇ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ଏମିତି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ପାଦା ଜାମପାଲି ଅଞ୍ଚଳରେ ଘଟିଛି ।

minor

ସୂଚନାନୁସାରେ, ଭିଣୋଇର ନାବାଳିକା ଶାଳୀ ସହ ଚୋର ପୀରତି ଚାଲିଥିଲା। ଉଭୟଙ୍କ ମଧ୍ୟରେ ଗଢି ଉଠିଲା ଶାରୀରିକ ସମ୍ପର୍କ । ଶେଷରେ ଶାଳୀ ଗର୍ଭବତୀ ହେଲେ । ସଂପୃକ୍ତ ନାବାଳିକାଙ୍କୁ ତାଙ୍କ ଭିଣୋଇ ଅନୀଲ ଡୁଙ୍ଗଡୁଙ୍ଗ (୨୯) ଦୀର୍ଘ ଦିନ ଧରି ଅନେକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ତେବେ ଲୋକ ଲଜ୍ଜାରେ ଚୁପ୍‌ ରହିଆସୁଥିବା ପୀଡ଼ିତା ଜଣଙ୍କ ଶେଷରେ ନିଜେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। ଏହା ଜଣାପଡ଼ିବା ପରେ ନାବାଳିକାଙ୍କ ମା' ଥାନାପ ଦ୍ୱାରସ୍ଥ ହୋଇଥିଲେ। ରାଜଗାଙ୍ଗପୁର ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଭିଣୋଇକୁ ଗିରଫ କରିଛି । ଉଭୟଙ୍କର ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+